ଚିଟଫଣ୍ଡ ଠକେଇ: ସ୍ୱସ୍ତିକ ଇଣ୍ଡିଆର ରଞ୍ଜନ ଦାସକୁ ୭ ଦିନ ରିମାଣ୍ଡରେ ନେଲା ସିବିଆଇ

ଭୁବନେଶ୍ୱର: ଚିଟଫଣ୍ଡ ଠକେଇ ମାମଲାରେ ଗିରଫ ସ୍ୱସ୍ତିକ ଇଣ୍ଡିଆ କ୍ରେଡିଟ୍ କର୍ପୋରେଟିଭ୍ ଲିମିଟେଡର ମୁଖ୍ୟ ରଞ୍ଜନ ଦାସ ଓ ଅନ୍ୟ ଦୁଇ ଜଣ ପ୍ରମୋଟରଙ୍କୁ ସିବିଆଇ ୭ ଦିନିଆ ରିମାଣ୍ଡରେ ନେଇଛି। ସିବିଆଇ ଆଜି ଏମାନଙ୍କୁ କୋର୍ଟ ଚାଲାଣ କରି ୮ ଦିନିଆ ରିମାଣ୍ଡରେ ନେବାକୁ ଆବେଦନ କରିଥିଲା। ତେବେ କୋର୍ଟ ୭ ଦିନ ପାଇଁ ଅନୁମତି ଦେଇଛନ୍ତି। ଗତକାଲି ରାତିରେ ରଞ୍ଜନ ଓ ଅନ୍ୟ ଦୁଇ ଜଣଙ୍କୁ ସିବିଆଇ ଗିରଫ କରିଥିଲା। ସ୍ୱସ୍ତିକ ଇଣ୍ଡିଆ ନାଁରେ ୨୦କୋଟି ଟଙ୍କା […]

giraf

giraf

Rakesh Mallick
  • Published: Thursday, 07 January 2016
  • Updated: 07 January 2016, 01:59 PM IST

Sports

Latest News

ଭୁବନେଶ୍ୱର: ଚିଟଫଣ୍ଡ ଠକେଇ ମାମଲାରେ ଗିରଫ ସ୍ୱସ୍ତିକ ଇଣ୍ଡିଆ କ୍ରେଡିଟ୍ କର୍ପୋରେଟିଭ୍ ଲିମିଟେଡର ମୁଖ୍ୟ ରଞ୍ଜନ ଦାସ ଓ ଅନ୍ୟ ଦୁଇ ଜଣ ପ୍ରମୋଟରଙ୍କୁ ସିବିଆଇ ୭ ଦିନିଆ ରିମାଣ୍ଡରେ ନେଇଛି। ସିବିଆଇ ଆଜି ଏମାନଙ୍କୁ କୋର୍ଟ ଚାଲାଣ କରି ୮ ଦିନିଆ ରିମାଣ୍ଡରେ ନେବାକୁ ଆବେଦନ କରିଥିଲା। ତେବେ କୋର୍ଟ ୭ ଦିନ ପାଇଁ ଅନୁମତି ଦେଇଛନ୍ତି।

ଗତକାଲି ରାତିରେ ରଞ୍ଜନ ଓ ଅନ୍ୟ ଦୁଇ ଜଣଙ୍କୁ ସିବିଆଇ ଗିରଫ କରିଥିଲା। ସ୍ୱସ୍ତିକ ଇଣ୍ଡିଆ ନାଁରେ ୨୦କୋଟି ଟଙ୍କା ଠକେଇ ଅଭିଯୋଗ ରହିଛି। ସୁନ୍ଦରଗଡର ଟାଉନ ଥାନାରେ କମ୍ପାନୀ ନାଁରେ ଠକେଇ ନେଇ ମାମଲା ରୁଜୁ ହୋଇଥିଲା। ସ୍ୱସ୍ତିକ ଇଣ୍ଡିଆ ୨୦୧୧ରୁ ୨୦୧୩ ପର୍ଯ୍ୟନ୍ତ କାରବାର କରୁଥିଲା। ରଞ୍ଜନ ପୂର୍ବରୁ ଅର୍ଥତତ୍ତ୍ୱ ଠକେଇ ମାମଲାରେ ଗିରଫ ହୋଇ ଜାମିନରେ ଆସିଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story