ଟିକିରି ଶିକ୍ଷୟିତ୍ରୀ ଇତିଶ୍ରୀ ପ୍ରଧାନ ମୃତ୍ୟୁ ମାମଲା: ଶିକ୍ଷକ ନେତା ସୁନୀଲ ପ୍ରଧାନଙ୍କୁ ସିବିଆଇ ଜେରା

ରାୟଗଡ଼ା: ରାୟଗଡା ଜିଲ୍ଲା ଟିକିରି ପ୍ରାଥମିକ ସ୍କୁଲ ଶିକ୍ଷୟିତ୍ରୀ ଇତିଶ୍ରୀ ପ୍ରଧାନ ମୃତ୍ୟୁ ଘଟଣାରେ ସିବିଆଇ ସୋମବାର ଶିକ୍ଷକ ନେତା ତଥା ଅଣ୍ଟାମଡ଼ା ସ୍କୁଲର ଶିକ୍ଷା ସହାୟକ ସୁନୀଲ କୁମାର ପ୍ରଧାନଙ୍କୁ ଜେରା କରିଛି। ରାୟଗଡ଼ା ସିବିଆଇ କ୍ୟାମ୍ପରେ ଆଜି ଅପରାହ୍ନରେ ସିବିଆଇ ଡିଏସସ୍‌ପି ଏମ‍୍‌.କେ.ପାଠକ ସୁନୀଲଙ୍କୁ ଦୀର୍ଘ ୩ ଘଣ୍ଟା ଧରି ଜେରା କରିଥିଲେ। ଏହି ଘଟଣାରେ ବର୍ତ୍ତମା‌ନ ସୁଦ୍ଧା ସିବିଆଇ ୧୩ ଥର ରାୟଗଡ଼ା ଆସି ୩୦ରୁ ଊର୍ଦ୍ଧ୍ୱ ଲୋକଙ୍କୁ ଜେରା କରିସାରିଛି। ଇତିଶ୍ରୀ […]

CBI Jera

CBI Jera

Rakesh Mallick
  • Published: Monday, 08 February 2016
  • Updated: 08 February 2016, 03:34 PM IST

Sports

Latest News

ରାୟଗଡ଼ା: ରାୟଗଡା ଜିଲ୍ଲା ଟିକିରି ପ୍ରାଥମିକ ସ୍କୁଲ ଶିକ୍ଷୟିତ୍ରୀ ଇତିଶ୍ରୀ ପ୍ରଧାନ ମୃତ୍ୟୁ ଘଟଣାରେ ସିବିଆଇ ସୋମବାର ଶିକ୍ଷକ ନେତା ତଥା ଅଣ୍ଟାମଡ଼ା ସ୍କୁଲର ଶିକ୍ଷା ସହାୟକ ସୁନୀଲ କୁମାର ପ୍ରଧାନଙ୍କୁ ଜେରା କରିଛି। ରାୟଗଡ଼ା ସିବିଆଇ କ୍ୟାମ୍ପରେ ଆଜି ଅପରାହ୍ନରେ ସିବିଆଇ ଡିଏସସ୍‌ପି ଏମ‍୍‌.କେ.ପାଠକ ସୁନୀଲଙ୍କୁ ଦୀର୍ଘ ୩ ଘଣ୍ଟା ଧରି ଜେରା କରିଥିଲେ।

ଏହି ଘଟଣାରେ ବର୍ତ୍ତମା‌ନ ସୁଦ୍ଧା ସିବିଆଇ ୧୩ ଥର ରାୟଗଡ଼ା ଆସି ୩୦ରୁ ଊର୍ଦ୍ଧ୍ୱ ଲୋକଙ୍କୁ ଜେରା କରିସାରିଛି। ଇତିଶ୍ରୀ ନିଜ ସମସ୍ୟା ସଂପର୍କରେ ସୁନୀଲଙ୍କ ସହ ଆଲୋଚନା କରିଥିବାରୁ ସିବିଆଇ ତାଙ୍କୁ ଡ଼କାଇ ପଚରାଉଚରା କରିଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story