ୟୁକୋ ଡକାୟତି ଘଟଣା: ବିଜୟଙ୍କୁ ୭ ଦିନ ରିମାଣ୍ଡରେ ନେବାକୁ ଆବେଦନ

ଭୁବନେଶ୍ୱର: ୟୁକୋ ବ୍ୟାଙ୍କ ଡକାୟତିର ଅନ୍ୟତମ ଅଭିଯୁକ୍ତ ବିଜୟ ସାହାଙ୍କୁ ଆଜି କୋର୍ଟ ଚାଲାଣ କରାଯାଇଛି। ଆଜି ଟ୍ରାନଜିଟ୍‌ ରିମାଣ୍ଡ ଶେଷ ହେବା ପରେ ତାଙ୍କୁ କୋର୍ଟରେ ହାଜର କରାଯାଇଥିଲା। ତାଙ୍କୁ ଆଉ ୭ ଦିନ ରିମାଣ୍ଡରେ ନେବାକୁ ପୋଲିସ ଆବେଦନ କରିଛି। ବିଜୟଙ୍କୁ ରିମାଣ୍ଡରେ ଅଣାଯିବା ପରେ ଡକାୟତି ଘଟଣାର ଅନ୍ୟ ଜଣେ ସହଯୋଗୀ ଭଗବାନ ଠାକୁର ସହ ମିଳିତ ଜେରା କରାଯିବ। ପ୍ରାଥମିକ ପଚରାଉଚରା ଆଧାରରେ କମିଶନରେଟ୍‌ ପୋଲିସର ୨ଟି ଟିମ୍‌ ରାଜ୍ୟ ବାହାରକୁ […]

uco-bank

Rakesh Mallick
  • Published: Tuesday, 22 November 2016
  • , Updated: 22 November 2016, 07:34 PM IST

ଭୁବନେଶ୍ୱର: ୟୁକୋ ବ୍ୟାଙ୍କ ଡକାୟତିର ଅନ୍ୟତମ ଅଭିଯୁକ୍ତ ବିଜୟ ସାହାଙ୍କୁ ଆଜି କୋର୍ଟ ଚାଲାଣ କରାଯାଇଛି। ଆଜି ଟ୍ରାନଜିଟ୍‌ ରିମାଣ୍ଡ ଶେଷ ହେବା ପରେ ତାଙ୍କୁ କୋର୍ଟରେ ହାଜର କରାଯାଇଥିଲା। ତାଙ୍କୁ ଆଉ ୭ ଦିନ ରିମାଣ୍ଡରେ ନେବାକୁ ପୋଲିସ ଆବେଦନ କରିଛି।

ବିଜୟଙ୍କୁ ରିମାଣ୍ଡରେ ଅଣାଯିବା ପରେ ଡକାୟତି ଘଟଣାର ଅନ୍ୟ ଜଣେ ସହଯୋଗୀ ଭଗବାନ ଠାକୁର ସହ ମିଳିତ ଜେରା କରାଯିବ। ପ୍ରାଥମିକ ପଚରାଉଚରା ଆଧାରରେ କମିଶନରେଟ୍‌ ପୋଲିସର ୨ଟି ଟିମ୍‌ ରାଜ୍ୟ ବାହାରକୁ ଯାଇ ତଦନ୍ତ କରୁଛି।

ସେପ୍ଟେମ୍ବର ୨୮ ତାରିଖରେ ୟୁକୋ ବ୍ୟାଙ୍କ ଡକାୟତି ହୋଇଥିଲା। ଲୁଟେରାମାନେ ନଗଦ ଟଙ୍କା ଓ ସୁନାକୁ ମିଶାଇ ୫୦ ଲକ୍ଷରୁ ଅଧିକ ଟଙ୍କାର ସମ୍ପତ୍ତି ଲୁଟି ନେଇଥିଲେ।

Related story