ଲାଞ୍ଚ ନେବାବେଳେ ଭିଜିଲାନ୍ସ ହାତରେ ଧରାପଡ଼ିଲେ ବ୍ରହ୍ମପୁର ଟ୍ୟାକ୍ସ କଲେକ୍ଟର

ବ୍ରହ୍ମପୁର: ବ୍ରହ୍ମପୁର ମ୍ୟୁନିସିପାଲିଟି କର୍ପୋରେସନର ଟ୍ୟାକ୍ସ କଲେକ୍ଟର ଧରଣୀଧର ସ୍ୱାଇଁ ଏକ ହଜାର ଟଙ୍କା ଲାଞ୍ଚ ନେବା ବେଳେ  ଆଜି ଭିଜିଲାନ୍ସ ହାତରେ ଧରାପଡ଼ିଛନ୍ତି।  ଯୋଜନା ମୁତାବକ ଜଣେ ବ୍ୟକ୍ତିଙ୍କ ଠାରୁ ଲାଞ୍ଚ ନେଉଥିବା ବେଳେ ପୂର୍ବରୁ ପ୍ରସ୍ତୁତ ଭିଜିଲାନ୍ସ ଅଧିକାରୀମାନେ ତାଙ୍କୁ ଗିରଫ କରିଥିଲେ। ଗିରଫ ପରେ ଭିଜିଲାନ୍ସ ଅଧିକାରୀମାନେ ଧରଣୀଧରଙ୍କ ବାସଭବନରେ ଚଢ଼ାଉ କରିଥିବା ବ୍ରହ୍ମପୁର ଭିଜିଲାନ୍ସ ଏସପି ସୂଚନା ଦେଇଛନ୍ତି।

chitfund

Rakesh Mallick
  • Published: Saturday, 22 October 2016
  • , Updated: 22 October 2016, 07:11 PM IST

Related story