ଲାଞ୍ଚ ନେବା ବେଳେ ଧରା ପଡ଼ିଲେ ବାରିପଦା ଲୋକାଲ ଫଣ୍ଡ ଅଡିଟର ଚିତରଞ୍ଜନ ସେନାପତି

ବାରିପଦା: ୧୦,୦୦୦ ଟଙ୍କା ଲାଞ୍ଚ ନେବା ବେଳେ ଆଜି ବାରିପଦାର ଲୋକାଲ ଫଣ୍ଡ ଅଡିଟର ଚିତରଞ୍ଜନ ସେନାପତିଙ୍କୁ ଭିଜିଲାନ୍ସ  ଗିରଫ କରିଛି। ଗୋପବନ୍ଧୁ ନଗର ବ୍ଲକର ବରିଷ୍ଠ କିରାଣି ତୁଷାରକାନ୍ତ ଦେଙ୍କୁ ଅଡିଟ୍‌ ହେଉଥିବା କାଗଜପତ୍ର ରଫାଦଫା କରିଦେବାକୁ ଚିତରଞ୍ଜନ ଟଙ୍କା ମାଗିଥିଲେ। ଏନେଇ ତୁଷାରକାନ୍ତ ଭିଜିଲାନ୍ସ ବିଭାଗ ସହ ଯୋଗାଯୋଗ କରିଥିଲେ। ପୂର୍ବ ଯୋଜନା ମୁତାବକ ତୁଷାରକାନ୍ତ ଲାଞ୍ଚ ଟଙ୍କା ନେଉଥିବା ବେଳେ ଭିଜିଲାନ୍ସ ହାତରେ ଧରାପଡ଼ିଥିଲେ। ଭିଜିଲାନ୍ସ ବିଭାଗ ପକ୍ଷରୁ ତୁଷାରକାନ୍ତଙ୍କ ବାଲେଶ୍ୱର ଜିଲ୍ଲା […]

vigilance

Rakesh Mallick
  • Published: Tuesday, 15 November 2016
  • , Updated: 15 November 2016, 02:22 PM IST

ବାରିପଦା: ୧୦,୦୦୦ ଟଙ୍କା ଲାଞ୍ଚ ନେବା ବେଳେ ଆଜି ବାରିପଦାର ଲୋକାଲ ଫଣ୍ଡ ଅଡିଟର ଚିତରଞ୍ଜନ ସେନାପତିଙ୍କୁ ଭିଜିଲାନ୍ସ  ଗିରଫ କରିଛି। ଗୋପବନ୍ଧୁ ନଗର ବ୍ଲକର ବରିଷ୍ଠ କିରାଣି ତୁଷାରକାନ୍ତ ଦେଙ୍କୁ ଅଡିଟ୍‌ ହେଉଥିବା କାଗଜପତ୍ର ରଫାଦଫା କରିଦେବାକୁ ଚିତରଞ୍ଜନ ଟଙ୍କା ମାଗିଥିଲେ। ଏନେଇ ତୁଷାରକାନ୍ତ ଭିଜିଲାନ୍ସ ବିଭାଗ ସହ ଯୋଗାଯୋଗ କରିଥିଲେ। ପୂର୍ବ ଯୋଜନା ମୁତାବକ ତୁଷାରକାନ୍ତ ଲାଞ୍ଚ ଟଙ୍କା ନେଉଥିବା ବେଳେ ଭିଜିଲାନ୍ସ ହାତରେ ଧରାପଡ଼ିଥିଲେ।

ଭିଜିଲାନ୍ସ ବିଭାଗ ପକ୍ଷରୁ ତୁଷାରକାନ୍ତଙ୍କ ବାଲେଶ୍ୱର ଜିଲ୍ଲା ଜଳେଶ୍ୱର ସ୍ଥିତ ବାସଭବନରେ ଚଢ଼ାଉ କରାଯାଇଛି।

Related story