ଭିଜିଲାନ୍ସ ଜାଲରେ କୋଟିପତି ଏମଭିଆଇ ପ୍ରଭାସ ଦାସ

ଭୁବନେଶ୍ୱର: ଭିଜିଲାନ୍ସ ଜାଲରେ ପଡିଛନ୍ତି କୋଟିପତି ଏମଭିଆଇ ପ୍ରଭାସ ଦାସ। ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଭିଜିଲାନ୍ସ ସେଲ ଏକକାଳୀନ ୪ଟି ସ୍ଥାନରେ ଚଢାଉ କରିଛି। ପ୍ରଭାସଙ୍କ ଭୁବନେଶ୍ୱର ଶାସ୍ତ୍ରୀନଗରସ୍ଥିତ ବାସଭବନ ଓ ନୟାପଲ୍ଲୀ ସ୍ଥିତ ଶ୍ୱଶୁର ଘର ଉପରେ ଚଢାଇ କରାଯାଇଥିଲା। ତାଙ୍କ ବାସଭବନରୁ ନଗଦ ଲକ୍ଷାଧିକ ଟଙ୍କା, ୨୫ରୁ ୩୦ ଭରି ସୁନା ଓ ବ୍ୟାଙ୍କ ପାସବୁକ୍ ଜବତ କରାଯାଇଛି। ସେହିପରି ତାଙ୍କ ମାଲକାନଗିରି ସ୍ଥିତ ଅଫିସ ଓ ଭଦ୍ରକ ସ୍ଥିତ ପୈତୃକ ଘରେ […]

vigilance

vigilance

Rakesh Mallick
  • Published: Tuesday, 05 January 2016
  • Updated: 05 January 2016, 01:31 PM IST

Sports

Latest News

vigilanceଭୁବନେଶ୍ୱର: ଭିଜିଲାନ୍ସ ଜାଲରେ ପଡିଛନ୍ତି କୋଟିପତି ଏମଭିଆଇ ପ୍ରଭାସ ଦାସ। ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଭିଜିଲାନ୍ସ ସେଲ ଏକକାଳୀନ ୪ଟି ସ୍ଥାନରେ ଚଢାଉ କରିଛି। ପ୍ରଭାସଙ୍କ ଭୁବନେଶ୍ୱର ଶାସ୍ତ୍ରୀନଗରସ୍ଥିତ ବାସଭବନ ଓ ନୟାପଲ୍ଲୀ ସ୍ଥିତ ଶ୍ୱଶୁର ଘର ଉପରେ ଚଢାଇ କରାଯାଇଥିଲା। ତାଙ୍କ ବାସଭବନରୁ ନଗଦ ଲକ୍ଷାଧିକ ଟଙ୍କା, ୨୫ରୁ ୩୦ ଭରି ସୁନା ଓ ବ୍ୟାଙ୍କ ପାସବୁକ୍ ଜବତ କରାଯାଇଛି। ସେହିପରି ତାଙ୍କ ମାଲକାନଗିରି ସ୍ଥିତ ଅଫିସ ଓ ଭଦ୍ରକ ସ୍ଥିତ ପୈତୃକ ଘରେ ମଧ୍ୟ ଚଡାଉ କରାଯାଇଛି। ତାଙ୍କ ପାଖରୁ ୧କୋଟି ୭୭ଲକ୍ଷ ଟଙ୍କାର ସ୍ଥାବର ଅସ୍ଥାବର ସମ୍ପତ୍ତି ଠାକ କରାଯାଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story