ୟୁସିପି ଇଞ୍ଜିନିୟରିଂ କଲେଜ କିରାଣିଙ୍କ ଘରେ ଭିଜିଲାନ୍ସ ଚଢ଼ାଉ

ବ୍ରହ୍ମପୁର: ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ୟୁସିପି ଇଞ୍ଜିନିୟରିଂ କଲେଜ କିରାଣି ଧୀରେନ ସାହୁଙ୍କ ଘର ସମେତ ୫ଟି ଜାଗାରେ ଭିଜିଲାନ୍ସ ପକ୍ଷରୁ ଚଢ଼ାଉ କରାଯାଇଛି। ତାଙ୍କର ୟାମା ସୋ’ରୁମ୍‌ରେ ମଧ୍ୟ ଭିଜିଲାନ୍ସ ଚଢ଼ାଉ କରିଛି।