ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ମାଲକାନଗିରି ଆଇଟିଡିଏ ଇଞ୍ଜିନିୟରଙ୍କ ଘରେ ଚଢ଼ାଉ

ମାଲକାନଗିରି: ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଆଜି ମାଲକାନଗିରି ଆଇଟିଡିଏର ଆସିଷ୍ଟାଣ୍ଟ୍ ଇଞ୍ଜିନିୟର ହିମାଂଶୁ ଶେଖର ପଣ୍ଡାଙ୍କ ମାଲକାନଗିରି ସ୍ଥିତ ଭଡ଼ା ଘର ଓ ଅଫିସ୍ ସମେତ ମୋଟ ୫ଟି ସ୍ଥାନରେ ଭୁବନେଶ୍ୱର ଭିଜିଲାନ୍ସ ପକ୍ଷରୁ ଚଢ଼ାଉ କରାଯାଇଛି। ଏହା ସହିତ ସାଲେପୁର ଥାନା ଅନ୍ତର୍ଗତ ଲେଖନପୁର ସ୍ଥିତ ତାଙ୍କ ପୈତୃକ ବାସଭବନ, କଟକରେ ଏକ କୋଠା ଓ ଭୁବନେଶ୍ୱରର ବଡ଼ଗଡ଼ ସ୍ଥିତ ବ୍ରିଟ୍‌ କଲୋନୀରେ ଥିବା ତାଙ୍କର ଏକ ତିନି ମହଲା କୋଠା ଘରେ […]

raid

raid

Rakesh Mallick
  • Published: Sunday, 23 October 2016
  • Updated: 23 October 2016, 06:16 PM IST

Sports

Latest News

ମାଲକାନଗିରି: ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଆଜି ମାଲକାନଗିରି ଆଇଟିଡିଏର ଆସିଷ୍ଟାଣ୍ଟ୍ ଇଞ୍ଜିନିୟର ହିମାଂଶୁ ଶେଖର ପଣ୍ଡାଙ୍କ ମାଲକାନଗିରି ସ୍ଥିତ ଭଡ଼ା ଘର ଓ ଅଫିସ୍ ସମେତ ମୋଟ ୫ଟି ସ୍ଥାନରେ ଭୁବନେଶ୍ୱର ଭିଜିଲାନ୍ସ ପକ୍ଷରୁ ଚଢ଼ାଉ କରାଯାଇଛି। ଏହା ସହିତ ସାଲେପୁର ଥାନା ଅନ୍ତର୍ଗତ ଲେଖନପୁର ସ୍ଥିତ ତାଙ୍କ ପୈତୃକ ବାସଭବନ, କଟକରେ ଏକ କୋଠା ଓ ଭୁବନେଶ୍ୱରର ବଡ଼ଗଡ଼ ସ୍ଥିତ ବ୍ରିଟ୍‌ କଲୋନୀରେ ଥିବା ତାଙ୍କର ଏକ ତିନି ମହଲା କୋଠା ଘରେ ମଧ୍ୟ ଚଢ଼ାଉ କରାଯାଇଛି।

ଭୁବନେଶ୍ୱର ଭିଜିଲାନ୍ସ ଡିଏସ୍‌ପି ଏଚ୍‌.ଏନ୍‌. ପତି କହିଛନ୍ତି,“ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଏହି ଚଢ଼ାଉ କରାଯାଇଛି। ଚଢ଼ାଉ ବେଳେ ସେ ଅନେକ ଦାମୀ ଜିନିଷ ବ୍ୟବହାର କରୁଥିବା ଦେଖିବାକୁ ମିଳିଛି। ଚଢ଼ାଉ ବେଳେ ୨୮୫ ଗ୍ରାମ ସୁନା ଏବଂ ପ୍ରାୟ ଗୋଟିଏ କେଜି ଓଜନର ରୁପା ଅଳଙ୍କାର ଜବତ କରାଯାଇଛି।”

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story