ଭିଏଲଡବ୍ଲ୍ୟୁ ମାଧବ ତ୍ରିପାଠୀଙ୍କ ଘରେ ଭିଜିଲାନ୍ସ ଚଢ଼ାଉ

ସୋନପୁର: ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଆଜି ଭୋର ୫ଟା ବେଳେ ସୁବର୍ଣ୍ଣପୁର ଜିଲ୍ଲା ଡୁଙ୍ଗୁରିପାଲ୍ଲୀ ବ୍ଲକ ଭିଏଲଡବ୍ଲ୍ୟୁ ମାଧବ ତ୍ରିପାଠୀ ଘରେ ଭିଜିଲାନ୍ସ ଚଢ଼ାଉ କରାଯାଇଛି। ସମ୍ବଲପୁର ଜିଲ୍ଲା ଭିଜିଲାନ୍ସ ବିଭାଗ ପକ୍ଷରୁ ମାଧବଙ୍କ ଡୁଙ୍ଗୁରିପାଲ୍ଲୀ ସ୍ଥିତ ଘର, ତାଙ୍କ ଔଷଧ ଦୋକାନ ଓ ନଙ୍ଗଳକଟା ସ୍ଥିତ ପୈତୃକ ଘରେ ଏକାକାଳୀନ ଚଢ଼ାଉ କରାଯାଇଛି। ରିପୋର୍ଟ ଲେଖାଯିବା ପର୍ଯ୍ୟନ୍ତ ଜବତ ସମ୍ପତ୍ତିର ମୂଲ୍ୟ ଜଣାପଡିନାହିଁ।

vigilance

Rakesh Mallick
  • Published: Wednesday, 16 November 2016
  • , Updated: 16 November 2016, 05:08 PM IST

ସୋନପୁର: ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଆଜି ଭୋର ୫ଟା ବେଳେ ସୁବର୍ଣ୍ଣପୁର ଜିଲ୍ଲା ଡୁଙ୍ଗୁରିପାଲ୍ଲୀ ବ୍ଲକ ଭିଏଲଡବ୍ଲ୍ୟୁ ମାଧବ ତ୍ରିପାଠୀ ଘରେ ଭିଜିଲାନ୍ସ ଚଢ଼ାଉ କରାଯାଇଛି। ସମ୍ବଲପୁର ଜିଲ୍ଲା ଭିଜିଲାନ୍ସ ବିଭାଗ ପକ୍ଷରୁ ମାଧବଙ୍କ ଡୁଙ୍ଗୁରିପାଲ୍ଲୀ ସ୍ଥିତ ଘର, ତାଙ୍କ ଔଷଧ ଦୋକାନ ଓ ନଙ୍ଗଳକଟା ସ୍ଥିତ ପୈତୃକ ଘରେ ଏକାକାଳୀନ ଚଢ଼ାଉ କରାଯାଇଛି।

ରିପୋର୍ଟ ଲେଖାଯିବା ପର୍ଯ୍ୟନ୍ତ ଜବତ ସମ୍ପତ୍ତିର ମୂଲ୍ୟ ଜଣାପଡିନାହିଁ।

Related story