ରାତି ହେଲେ ରାଜଧାନୀରେ କଣ ହୁଏ ?

  • Published: Thursday, 19 October 2023
  • , Updated: 19 October 2023, 11:47 AM IST

ରାଜଧାନୀରେ କିଏ ଖଣ୍ଡାରେ ହାଣୁଛି ତ କିଏ କାହାକୁ ଉଠାଇ ନେଉଛି। ରାଜଧାନୀ ହୋଇଗଲାଣି ଅପରାଧୀଙ୍କ ଆଡ୍ଡାସ୍ଥଳୀ। । ଆପାର୍ଟମେଣ୍ଟ ସୋସାଇଟିରେ ମଧ୍ୟ ଲୋକ ସୁରକ୍ଷିତ ନୁହଁନ୍ତି। ମଙ୍ଗରାଜ ପଏଣ୍ଟରେ ଥିବା ଏକ ଅଟୋ ଶୋ’ ରୁମ୍‌ର ସିକ୍ୟୁରିଟି ଗାର୍ଡଙ୍କୁ ଦୁର୍ବୃତ୍ତମାନେ ହାଣିଛନ୍ତି । ଘନଘନ ପ୍ରେସମିଟ ହେଉଛି ହେଲେ ଧରପଗଡ ହେଉନି। ବାଇପାସ ରୋଡ ଅପରାଧିଙ୍କ ଆଡ୍ଡାସ୍ଥଳୀ ପାଲଟିଥିବା ବେଳେ ପିସିଆରର ଦେଖା ମିଳୁନି।

Related story