ବ୍ରହ୍ମପୁର:  ନିର୍ବାଚନ ନେଇ ଖଲିକୋଟ କଲେଜରେ ଦୁଇ  ଛାତ୍ର ଗୋଷ୍ଠୀ ମଧ୍ୟରେ ସଂଘର୍ଷ

ବ୍ରହ୍ମପୁର: ବ୍ରହ୍ମପୁର ଖଲିକୋଟ କଲେଜ ପରିସରରେ ଦୁଇ ଗୋଷ୍ଠୀ ଛାତ୍ରଙ୍କ ମଧ୍ୟରେ ଗଣ୍ଡଗୋଳ ହୋଇଛି। ଛାତ୍ର ସଂସଦ ନିର୍ବାଚନକୁ ନେଇ ଉଭୟ ଗୋଷ୍ଠୀ ମଧ୍ୟରେ ଚାପା ଉତ୍ତେଜନା ସୃଷ୍ଟି ହୋଇଛି। ସୂଚନାଯୋଗ୍ୟ, ଯୁକ୍ତ ଦୁଇ କଲେଜର କିଛି ଛାତ୍ର ଯୁକ୍ତ ତିନି କଲେଜ ଭିତରେ କିଛି ସିନିୟର୍ ଛାତ୍ରଙ୍କ ସହ ଗଣ୍ଡଗୋଳ କରିଥିଲେ। ଆଗକୁ ଅପ୍ରତିକର ପରିସ୍ଥିତି ସୃଷ୍ଟି ହେବାର ଆଶଙ୍କା ଥିବାରୁ କଲେଜ ପରିସରରେ ପୋଲିସ ମୁତୟନ କରାଯାଇଛି।

kk_college

kk_college

Rakesh Mallick
  • Published: Saturday, 12 September 2015
  • Updated: 12 September 2015, 04:37 PM IST

Sports

Latest News

ବ୍ରହ୍ମପୁର: ବ୍ରହ୍ମପୁର ଖଲିକୋଟ କଲେଜ ପରିସରରେ ଦୁଇ ଗୋଷ୍ଠୀ ଛାତ୍ରଙ୍କ ମଧ୍ୟରେ ଗଣ୍ଡଗୋଳ ହୋଇଛି। ଛାତ୍ର ସଂସଦ ନିର୍ବାଚନକୁ ନେଇ ଉଭୟ ଗୋଷ୍ଠୀ ମଧ୍ୟରେ ଚାପା ଉତ୍ତେଜନା ସୃଷ୍ଟି ହୋଇଛି। ସୂଚନାଯୋଗ୍ୟ, ଯୁକ୍ତ ଦୁଇ କଲେଜର କିଛି ଛାତ୍ର ଯୁକ୍ତ ତିନି କଲେଜ ଭିତରେ କିଛି ସିନିୟର୍ ଛାତ୍ରଙ୍କ ସହ ଗଣ୍ଡଗୋଳ କରିଥିଲେ। ଆଗକୁ ଅପ୍ରତିକର ପରିସ୍ଥିତି ସୃଷ୍ଟି ହେବାର ଆଶଙ୍କା ଥିବାରୁ କଲେଜ ପରିସରରେ ପୋଲିସ ମୁତୟନ କରାଯାଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos