ଅଗ୍ନିକାଣ୍ଡରେ ୨୦ ବଖରା ଘର ଭସ୍ମୀଭୂତ

ଢେଙ୍କାନାଳ: ଢେଙ୍କାନାଳ ଜିଲ୍ଲା ଓଡ଼ାପଡ଼ା ବ୍ଲକ୍ ନରେନ୍ଦ୍ରପୁର ଗାଁରେ ଗତକାଲି ରାତି ପ୍ରାୟ ୧୧ଟା ବେଳେ  ଅଗ୍ନିକାଣ୍ଡ ଘଟି ୨୦ ବଖରା ଘର ଭସ୍ମୀଭୂତ ହୋଇଯାଇଛି। ଅଗ୍ନିକାଣ୍ଡରେ ଲକ୍ଷାଧିକ ଟଙ୍କାର ସମ୍ପତ୍ତି ପାଉଁଶ ହୋଇଯାଇଛି। ତେବେ ନିଆଁ କେମିତି ଲାଗିଲା ତାହା ଜଣାପଡ଼ିନାହିଁ। ଖବର ପାଇ ସ୍ଥାନୀୟ ଆର୍‌ଆଇ ଓ ତହସିଲଦାର ପହଞ୍ଚି ସ୍ଥିତି ଅନୁଧ୍ୟାନ କରିଥିଲେ।

gharapodi

Rakesh Mallick
  • Published: Tuesday, 07 June 2016
  • , Updated: 07 June 2016, 09:30 AM IST

Related story