୪ ଏକର ଚାଷ ଜମି ଜଳିଗଲା

କେନ୍ଦ୍ରାପଡ଼ା: କେନ୍ଦ୍ରାପଡ଼ା ଜିଲ୍ଲା ପଟ୍ଟାମୁଣ୍ଡା ତହସିଲ ଅନ୍ତର୍ଗତ ଆମ୍ୱେରଭେଡା ଗାଁରେ  ଆଜି ଅଗ୍ନିକାଣ୍ଡ ଘଟି ୪ ଏକର ଧାନ ଚାଷ ଜମି ଜଳି ଯାଇଛି। ଏହାର ପ୍ରତିବାଦରେ ଚାଷୀମାନେ କେନାଲ ରୋଡ଼୍‌ରେ ରାସ୍ତାରୋକ କରିଥିଲେ। ପ୍ରତିଶ୍ରୁତି ପରେ ରାସ୍ତା ରୋକ ପ୍ରତ୍ୟାହୃତ ହୋଇଥିବା ଜଣାପଡ଼ିଛି। ଆଜି ଅପରାହ୍ନ ୨ଟା ବେଳେ ଚାଷ ଜମିରେ ନିଆଁ ଲାଗିଥିଲା। ଏ ସମ୍ପର୍କରେ ଖବର ପାଇ ପଟ୍ଟାମୁଣ୍ଡାଇ ଅଗ୍ନିଶମ କର୍ମଚାରୀମାନେ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ।

Burning-Fire

Rakesh Mallick
  • Published: Sunday, 25 December 2016
  • , Updated: 25 December 2016, 07:48 PM IST

କେନ୍ଦ୍ରାପଡ଼ା: କେନ୍ଦ୍ରାପଡ଼ା ଜିଲ୍ଲା ପଟ୍ଟାମୁଣ୍ଡା ତହସିଲ ଅନ୍ତର୍ଗତ ଆମ୍ୱେରଭେଡା ଗାଁରେ  ଆଜି ଅଗ୍ନିକାଣ୍ଡ ଘଟି ୪ ଏକର ଧାନ ଚାଷ ଜମି ଜଳି ଯାଇଛି। ଏହାର ପ୍ରତିବାଦରେ ଚାଷୀମାନେ କେନାଲ ରୋଡ଼୍‌ରେ ରାସ୍ତାରୋକ କରିଥିଲେ। ପ୍ରତିଶ୍ରୁତି ପରେ ରାସ୍ତା ରୋକ ପ୍ରତ୍ୟାହୃତ ହୋଇଥିବା ଜଣାପଡ଼ିଛି।

ଆଜି ଅପରାହ୍ନ ୨ଟା ବେଳେ ଚାଷ ଜମିରେ ନିଆଁ ଲାଗିଥିଲା। ଏ ସମ୍ପର୍କରେ ଖବର ପାଇ ପଟ୍ଟାମୁଣ୍ଡାଇ ଅଗ୍ନିଶମ କର୍ମଚାରୀମାନେ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ।

Related story