୫ ହଜାର ଟଙ୍କା ବେକାରୀ ଭତ୍ତା ଦିଅ ନଚେତ୍ ସମସ୍ତ ନିର୍ବାଚନ ମଣ୍ଡଳୀରେ ଆନ୍ଦୋଳନ: କଳିଙ୍ଗ ସେନା

ଭୁବନେଶ୍ୱର: ବେକାର ଯୁବକଙ୍କୁ ୫ ହଜାର ଟଙ୍କା ବେକାରୀ ଭତ୍ତା ଦିଅ ନଚେତ୍ ଆଗାମୀ ବର୍ଷରୁ ୧୪୭ଟି ବିଧାନସଭା ନିର୍ବାଚନ ମଣ୍ଡଳୀରେ ଆନ୍ଦୋଳନ କରାଯିବ ବୋଲି ରବିବାର କଳିଙ୍ଗସେନା ପକ୍ଷରୁ ଚେତାବନୀ ଦିଆଯାଇଛି। କଳିଙ୍ଗସେନାର ୧୫ତମ ପ୍ରତିଷ୍ଠା ଦିବସ ଅବସରରେ ଏହା କହିଛନ୍ତି ସେନା ସୁପ୍ରିମୋ ହେମନ୍ତ ରଥ। ସରକାର ଭତ୍ତା ନ ଦେଲେ ଆମ ସହ ରୁହ, ଆମେ ତୁମକୁ ଭତ୍ତା ଦେବୁ ବୋଲି ହେମନ୍ତ କହିଛନ୍ତି। ସେନା ପ୍ରତିଷ୍ଠା ଦିବସ ଅବସରରେ ଭୁବନେଶ୍ୱର ଲୋୟର […]

kalinga sena

Rakesh Mallick
  • Published: Sunday, 20 December 2015
  • , Updated: 20 December 2015, 02:30 PM IST

ଭୁବନେଶ୍ୱର: ବେକାର ଯୁବକଙ୍କୁ ୫ ହଜାର ଟଙ୍କା ବେକାରୀ ଭତ୍ତା ଦିଅ ନଚେତ୍ ଆଗାମୀ ବର୍ଷରୁ ୧୪୭ଟି ବିଧାନସଭା ନିର୍ବାଚନ ମଣ୍ଡଳୀରେ ଆନ୍ଦୋଳନ କରାଯିବ ବୋଲି ରବିବାର କଳିଙ୍ଗସେନା ପକ୍ଷରୁ ଚେତାବନୀ ଦିଆଯାଇଛି। କଳିଙ୍ଗସେନାର ୧୫ତମ ପ୍ରତିଷ୍ଠା ଦିବସ ଅବସରରେ ଏହା କହିଛନ୍ତି ସେନା ସୁପ୍ରିମୋ ହେମନ୍ତ ରଥ। ସରକାର ଭତ୍ତା ନ ଦେଲେ ଆମ ସହ ରୁହ, ଆମେ ତୁମକୁ ଭତ୍ତା ଦେବୁ ବୋଲି ହେମନ୍ତ କହିଛନ୍ତି।

ସେନା ପ୍ରତିଷ୍ଠା ଦିବସ ଅବସରରେ ଭୁବନେଶ୍ୱର ଲୋୟର ପିଏମଜିରେ ଏକ ସାଧାରଣ ସଭା ଅନୁଷ୍ଠିତ ହୋଇଥିଲା। ଏଥିରେ ରାଜ୍ୟର ବିଭିନ୍ନ ଜିଲ୍ଲାରୁ ଆସିଥିବା ପ୍ରତିନିଧିମାନେ ବକ୍ତବ୍ୟ ରଖିଥିଲେ।

Related story