ଆଳିର ବିଭିନ୍ନ ପୂଜା ମଣ୍ଡପରେ ଆନନ୍ଦ ଉଲ୍ଲାସର ସହ ଦୁର୍ଗାପୂଜା ପାଳିତ

କେନ୍ଦ୍ରାପଡା: ଆଳିର ବିଭିନ ପୂଜାମଣ୍ଡପରେ ଦୁର୍ଗାପୂଜା ଆନନ୍ଦ ଉଲ୍ଲାସର ସହ ପାଳିତ ହୋଇଯାଇଛି । ଆଳିର ନିଆଳ ହାଟ, ରାଜବାଟି, ନୂଆବଜାର ଓ ବାଳକାଟିରେ ଦଶହରା ପାଳିତ ହୋଇଛି। ସେହିପରି ଦେମାଳ, ମହାବିର ବଜାରରେ ହନୁମାନଙ୍କୁ ପୂଜା କରାଯାଉଛି । ମେଡିକାଲ ରୋଡରେ ଲକ୍ଷ୍ମୀ ନାରାୟଣ ହରପାର୍ବତୀଙ୍କ ପୂଜା କରାଯାଇଛି । ପୋଲିସ ପ୍ରଶାସନ ପକ୍ଷରୁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା କରାଯାଇଛି।

alu1

Rakesh Mallick
  • Published: Friday, 23 October 2015
  • , Updated: 23 October 2015, 10:41 AM IST

Related story