ଆରମ୍ଭ ହେଲା ଯୋରନ୍ଦା ମେଳା

ଢେଙ୍କାନାଳ: ଆଜିଠାରୁ ମାଘମେଳା ଆରମ୍ଭ ହୋଇଛି। ଢେଙ୍କାନାଳ ସ୍ଥିତ ଯୋରନ୍ଦା ମହିମା ପୀଠରେ ଏହି ମେଳା ୩ ଦିନ ଧରି ଚାଲିବ। ମେଳାରେ ରାଜ୍ୟ ତଥା ରାଜ୍ୟ ବହାରୁ ଲକ୍ଷାଧିକ ଶ୍ରଦ୍ଧାଳୁଙ୍କ ଭିଡ଼ ଜମିଥାଏ। ମେଳାରେ ବାବା ପୂର୍ଣ୍ଣିମା ଓ ଗୁରୁ ପୂର୍ଣ୍ଣିମା ଭାବେ ପାଳନ କରାଯାଏ। ପ୍ରତ୍ୟେକ ସନ୍ଧ୍ୟାରେ ବିଶ୍ୱର ମଙ୍ଗଳ କାମନା କରାଯାଇ ମହତା ମହତା ଘିଅରେ ଝାଡ଼ଦ୍ୱୀପ ପ୍ରଜ୍ଜଳନ କରାଯିବ। ମେଳାରେ ଲକ୍ଷାଧିକ ଲୋକଙ୍କ ଶ୍ରଦ୍ଧାଳୁଙ୍କ ସମାଗମକୁ ଦୃଷ୍ଟିରେ ରଖି  ପ୍ରଶାସନ ଓ […]

joranda

Rakesh Mallick
  • Published: Sunday, 21 February 2016
  • , Updated: 21 February 2016, 03:44 PM IST

ଢେଙ୍କାନାଳ: ଆଜିଠାରୁ ମାଘମେଳା ଆରମ୍ଭ ହୋଇଛି। ଢେଙ୍କାନାଳ ସ୍ଥିତ ଯୋରନ୍ଦା ମହିମା ପୀଠରେ ଏହି ମେଳା ୩ ଦିନ ଧରି ଚାଲିବ। ମେଳାରେ ରାଜ୍ୟ ତଥା ରାଜ୍ୟ ବହାରୁ ଲକ୍ଷାଧିକ ଶ୍ରଦ୍ଧାଳୁଙ୍କ ଭିଡ଼ ଜମିଥାଏ। ମେଳାରେ ବାବା ପୂର୍ଣ୍ଣିମା ଓ ଗୁରୁ ପୂର୍ଣ୍ଣିମା ଭାବେ ପାଳନ କରାଯାଏ। ପ୍ରତ୍ୟେକ ସନ୍ଧ୍ୟାରେ ବିଶ୍ୱର ମଙ୍ଗଳ କାମନା କରାଯାଇ ମହତା ମହତା ଘିଅରେ ଝାଡ଼ଦ୍ୱୀପ ପ୍ରଜ୍ଜଳନ କରାଯିବ।

ମେଳାରେ ଲକ୍ଷାଧିକ ଲୋକଙ୍କ ଶ୍ରଦ୍ଧାଳୁଙ୍କ ସମାଗମକୁ ଦୃଷ୍ଟିରେ ରଖି  ପ୍ରଶାସନ ଓ ପୋଲିସ୍ ପକ୍ଷରୁ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯାଇଛି। ପୋଲିସ୍ ପକ୍ଷରୁ ୧୨ ପ୍ଲାଟୁନ୍ ଫୋର୍ସ ମୁତୟନ କରାଯାଇଛି।

Related story