ଅସ୍ଥିଶଲ୍ୟ ସଂଗଠନ ପକ୍ଷରୁ ‘ପେଲ୍ଟି-ଅକ୍ଟାବୁଲାର’

କଟକ: ରାଜ୍ୟ ଅସ୍ଥିଶଲ୍ୟ ସଂଗଠନ ପକ୍ଷରୁ ‘ପେଲ୍ବି-ଅକ୍ଟାବୁଲାର’ ସମ୍ପର୍କୀତ ଏକ କର୍ମଶାଳା କଟକଠାରେ ଅନୁଷ୍ଠିତ ହୋଇଯାଇଛି। ରାଜ୍ୟର ବିଭିନ୍ନ ସ୍ଥାନରୁ ୧୦୦ରୁ ଊର୍ଦ୍ଧ୍ୱ ଅସ୍ଥିଶଲ୍ୟ ଚିକିତ୍ସକ ଏଥିରେ ଯୋଗଦେଇଥିଲେ। ବିଶେଷଜ୍ଞ ଡାକ୍ତରମାନଙ୍କ ଦ୍ୱାରା ପେଲ୍ବି-ଅକ୍ଟାବୁଲାର ଭଳି ଗୁରୁତ୍ୱପୂର୍ଣ୍ଣ ଅସ୍ତ୍ରପ୍ରଚାରକୁ ନିର୍ଭୁଲ ଭାବେ କରିବା ପାଇଁ ଯୁବ ଅସ୍ଥିଶଲ୍ୟ ଚିକିତ୍ସକମାନଙ୍କୁ ଏହି ପ୍ରଶିକ୍ଷଣରେ ଶିକ୍ଷା ଦେଇଥିଲେ। ବିଶେଷଜ୍ଞମାନେ ଡେମୋ ବୋନ୍ ବା କୃତ୍ରିମ ଅସ୍ଥି ଆଣି  ଚିକିତ୍ସକମାନଙ୍କୁ ପ୍ରଶିକ୍ଷଣ ଦେଇଥିଲେ । ଡା. ବିଶ୍ୱଜିତ ସାହୁଙ୍କ ପକ୍ଷରୁ ପରିଚାଳିତ […]

ctc

Rakesh Mallick
  • Published: Sunday, 04 October 2015
  • , Updated: 04 October 2015, 01:45 PM IST

କଟକ: ରାଜ୍ୟ ଅସ୍ଥିଶଲ୍ୟ ସଂଗଠନ ପକ୍ଷରୁ ‘ପେଲ୍ବି-ଅକ୍ଟାବୁଲାର' ସମ୍ପର୍କୀତ ଏକ କର୍ମଶାଳା କଟକଠାରେ ଅନୁଷ୍ଠିତ ହୋଇଯାଇଛି। ରାଜ୍ୟର ବିଭିନ୍ନ ସ୍ଥାନରୁ ୧୦୦ରୁ ଊର୍ଦ୍ଧ୍ୱ ଅସ୍ଥିଶଲ୍ୟ ଚିକିତ୍ସକ ଏଥିରେ ଯୋଗଦେଇଥିଲେ। ବିଶେଷଜ୍ଞ ଡାକ୍ତରମାନଙ୍କ ଦ୍ୱାରା ପେଲ୍ବି-ଅକ୍ଟାବୁଲାର ଭଳି ଗୁରୁତ୍ୱପୂର୍ଣ୍ଣ ଅସ୍ତ୍ରପ୍ରଚାରକୁ ନିର୍ଭୁଲ ଭାବେ କରିବା ପାଇଁ ଯୁବ ଅସ୍ଥିଶଲ୍ୟ ଚିକିତ୍ସକମାନଙ୍କୁ ଏହି ପ୍ରଶିକ୍ଷଣରେ ଶିକ୍ଷା ଦେଇଥିଲେ। ବିଶେଷଜ୍ଞମାନେ ଡେମୋ ବୋନ୍ ବା କୃତ୍ରିମ ଅସ୍ଥି ଆଣି  ଚିକିତ୍ସକମାନଙ୍କୁ ପ୍ରଶିକ୍ଷଣ ଦେଇଥିଲେ । ଡା. ବିଶ୍ୱଜିତ ସାହୁଙ୍କ ପକ୍ଷରୁ ପରିଚାଳିତ ଏହି ସମ୍ମିଳନୀରେ ପ୍ରଫେସର ଏମ୍. ଆର୍. ମହାପାତ୍ର, ପ୍ରଫେସର ବି. କେ. ବେହେରାଙ୍କ ସମେତ ବହୁ ବିଶେଷଜ୍ଞ ଅଂଶଗ୍ରହଣ କରିଥିଲେ।

Related story