ସ୍ୱାସ୍ଥ୍ୟମନ୍ତ୍ରୀଙ୍କ କେନ୍ଦ୍ରାପଡ଼ା ମୁଖ୍ୟ ଚିକିତ୍ସାଳୟ ପରିଦର୍ଶନ

କେନ୍ଦ୍ରାପଡ଼ା: ସ୍ୱାସ୍ଥ୍ୟମନ୍ତ୍ରୀ ଅତନୁ ସବ୍ୟସାଚୀ ନାୟକ ଆଜି କେନ୍ଦ୍ରାପଡ଼ା ମୁଖ୍ୟ ଚିକିତ୍ସାଳୟ ଗସ୍ତ କରି କାର୍ଯ୍ୟ ତଦାରଖ କରିଛନ୍ତି। ସେ ଆଉଟଡୋର୍ ପରିଦର୍ଶନ କରିବା ସହ ସମସ୍ତ ୱାର୍ଡ ବୁଲି ଦେଖିଥିଲେ। ଏହାସହ ମେଡିସିନ୍ ଷ୍ଟକ୍ ରୁମକୁ ଯାଇ କେତେ ପରିମାଣର ଔଷଧ ମହଜୁଦ ଅଛି ତାହା ଯାଞ୍ଚ କରିଥିଲେ। ଚିକିତ୍ସାଳୟରେ ଜଣେ ଡାକ୍ତରଙ୍କ ଅନୁପସ୍ଥିତି ନେଇ ଅସନ୍ତୋଷ ବ୍ୟକ୍ତ କରିବା ସହ କର୍ମଚାରୀଙ୍କ କାର୍ଯ୍ୟରେ ଅବହେଳା ସମ୍ପର୍କରେ କାର୍ଯ୍ୟାନୁଷ୍ଠାନ ନେବା ପାଇଁ ସିଡିଏମ୍ଓଙ୍କୁ ପରାମର୍ଶ ଦେଇଥିଲେ।

minister

Rakesh Mallick
  • Published: Wednesday, 06 January 2016
  • , Updated: 06 January 2016, 08:25 AM IST

Related story