ଆଠଗଡ଼ ବନଖଣ୍ଡରେ ଆରମ୍ଭ ହେଲା ପକ୍ଷୀଗଣନା

ଆଠଗଡ଼: ଆଠଗଡ଼ ବନଖଣ୍ଡରେ ରବିବାର ପକ୍ଷୀଗଣନା ଆରମ୍ଭ ହୋଇଛି । ଅଂଶୁପା ହ୍ରଦ, ମହାନଦୀ ପଠା ସମେତ ପ୍ରାୟ ୧୪ଟି ସ୍ଥାନରେ ଏହି ପକ୍ଷୀ ଗଣନା କରାଯାଉଛି । ଏଥିପାଇଁ ପ୍ରାୟ ୬୧ଟିମ୍ ନିୟୋଜିତ ହୋଇଛନ୍ତି । ତେବେ ପୂର୍ବ ବର୍ଷ ଅପେକ୍ଷା ଚଳିତ ବର୍ଷ କମ୍ ବୃଷ୍ଟିପାତ ହୋଇଥିବାରୁ ଏଥର ବିଦେଶୀ ପକ୍ଷୀଙ୍କ ସଂଖ୍ୟା କମିଥିବା କୁହାଯାଉଛି ।

birds

Rakesh Mallick
  • Published: Sunday, 10 January 2016
  • , Updated: 10 January 2016, 09:37 AM IST

Related story