ବାରିପଦାରେ ଅମୀର ଖାନଙ୍କ କୁଶପୁତ୍ତଳିକା ଦାହ କଲା ବିଜେପି

ବାରିପଦା: ‘ଅସହିଷ୍ଣୁତା’ ନେଇ ବିବାଦୀୟ ମନ୍ତବ୍ୟ ଦେଇଥିବା ଅଭିନେତା ଅମୀର ଖାନଙ୍କୁ ମୟୂରଭଞ୍ଜ ଜିଲ୍ଲା ବିଜେପି ପକ୍ଷରୁ ବିରୋଧ କରାଯାଇଛି। ଗୁରୁବାର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଅମୀରଙ୍କ କୁଶପୁତ୍ତଳିକା ଦାହ କରାଯାଇଛି। ଅମୀରଙ୍କୁ ଦେଶବାସୀ ନିଜ ହୃଦୟରେ ସ୍ଥାନ ଦେବା ସହିତ ତାଙ୍କୁ ଜଣେ ଷ୍ଟାରର ମାନ୍ୟତା ପ୍ରଦାନ ଦେଇଛନ୍ତି। ସେ ଏଭଳି ମନ୍ତବ୍ୟ ଦେଇ ପ୍ରତିଟି ଭାରତୀୟଙ୍କ ଆବେଗ ସହିତ  ଖେଳିଛନ୍ତି ବୋଲି ଜିଲ୍ଲା ବିଜେପି ପକ୍ଷରୁ ଅଭିଯୋଗ କରାଯାଇଛି।

amir

Rakesh Mallick
  • Published: Thursday, 26 November 2015
  • , Updated: 26 November 2015, 08:19 AM IST

Related story