ବ୍ରହ୍ମପୁର ଜେଲ୍‌ରେ କଏଦୀ ମୃତ୍ୟୁ

ବ୍ରହ୍ମପୁର: ବ୍ରହ୍ମପୁର ଜେଲ୍‌ରେ ଆଜି ଜଣେ କଏଦୀର ମୃତ୍ୟୁ ଘଟିଛି। ମୃତ କଏଦୀଙ୍କ ନାଁ ଅରୁଣ ପ୍ରସାଦ ପାଢୀ। ସେ ଅସୁସ୍ଥ ଅନୁଭବ କରିବାରୁ ବ୍ରହ୍ମପୁର ଏମ୍‌କେସିଜି ମେଡିକାଲରେ ଭର୍ତ୍ତି କରାଯାଇଥିଲା। ଆଜି ଚିକିତ୍ସାଧୀନ ଅବସ୍ଥାରେ  ତାଙ୍କର ମୃତ୍ୟୁ ହୋଇଛି। କଏଦୀ ଅରୁଣଙ୍କୁ ଗଞ୍ଜାମ ଜିଲ୍ଲା ଆସିକା ଜେଲ୍‌ରୁ ବ୍ରହ୍ମପୁର ଜେଲ୍‌କୁ ଅଣାଯାଇଥିଲା।

jaill

Rakesh Mallick
  • Published: Sunday, 17 April 2016
  • , Updated: 17 April 2016, 08:06 AM IST

ବ୍ରହ୍ମପୁର: ବ୍ରହ୍ମପୁର ଜେଲ୍‌ରେ ଆଜି ଜଣେ କଏଦୀର ମୃତ୍ୟୁ ଘଟିଛି। ମୃତ କଏଦୀଙ୍କ ନାଁ ଅରୁଣ ପ୍ରସାଦ ପାଢୀ। ସେ ଅସୁସ୍ଥ ଅନୁଭବ କରିବାରୁ ବ୍ରହ୍ମପୁର ଏମ୍‌କେସିଜି ମେଡିକାଲରେ ଭର୍ତ୍ତି କରାଯାଇଥିଲା। ଆଜି ଚିକିତ୍ସାଧୀନ ଅବସ୍ଥାରେ  ତାଙ୍କର ମୃତ୍ୟୁ ହୋଇଛି।

କଏଦୀ ଅରୁଣଙ୍କୁ ଗଞ୍ଜାମ ଜିଲ୍ଲା ଆସିକା ଜେଲ୍‌ରୁ ବ୍ରହ୍ମପୁର ଜେଲ୍‌କୁ ଅଣାଯାଇଥିଲା।

Related story