ଭଦ୍ରକ: ୫୦ରୁ ଅଧିକ ଛାତ୍ରଛାତ୍ରୀ ଚର୍ମ ସଂକ୍ରମଣରେ ଆକ୍ରାନ୍ତ

ଭଦ୍ରକ: ଭଦ୍ରକ ଜିଲ୍ଲା ବନ୍ତ ବ୍ଲକ୍‌ ଓଡ଼ଙ୍ଗ ପଞ୍ଚାୟତ ବୋଡ଼ପାଟଣା ପ୍ରାଥମିକ ସ୍କୁଲରେ ଘଟିଛି ଏକ ଅଭାବନୀୟ ଘଟଣା। ୫୦ରୁ ଅଧିକ ଛାତ୍ରଛାତ୍ରୀ ହଠାତ ଚର୍ମ ସଂକ୍ରମଣର ଶିକାର ହୋଇଥିବା ଅଭିଯୋଗ ହୋଇଛି। ସାକଳେ ପ୍ରାର୍ଥନା ସାରିବା ପରେ ସେମାନଙ୍କ ଦେହହାତ କୁଣ୍ଡାଇ ହୋଇ ଫଳି ଯାଇଥିଲା। ସେମାନଙ୍କ ମଧ୍ୟରୁ ୩୯ଜଣ ଛାତ୍ରଛାତ୍ରୀଙ୍କୁ ଆମ୍ବୁଲାନ୍ସ ଯୋଗେ ଭଦ୍ରକ ମୁଖ୍ୟ ଚିକିତ୍ସାଳୟକୁ ନିଆଯାଇଥିଲା। କେଉଁ ପରିସ୍ଥିତିରେ ଏଭଳି ଘଟଣା ଘଟିଛି ତାହା ଜଣାପଡିନାହିଁ।

bhadrak

Rakesh Mallick
  • Published: Wednesday, 11 January 2017
  • , Updated: 11 January 2017, 04:10 PM IST

ଭଦ୍ରକ: ଭଦ୍ରକ ଜିଲ୍ଲା ବନ୍ତ ବ୍ଲକ୍‌ ଓଡ଼ଙ୍ଗ ପଞ୍ଚାୟତ ବୋଡ଼ପାଟଣା ପ୍ରାଥମିକ ସ୍କୁଲରେ ଘଟିଛି ଏକ ଅଭାବନୀୟ ଘଟଣା। ୫୦ରୁ ଅଧିକ ଛାତ୍ରଛାତ୍ରୀ ହଠାତ ଚର୍ମ ସଂକ୍ରମଣର ଶିକାର ହୋଇଥିବା ଅଭିଯୋଗ ହୋଇଛି।

ସାକଳେ ପ୍ରାର୍ଥନା ସାରିବା ପରେ ସେମାନଙ୍କ ଦେହହାତ କୁଣ୍ଡାଇ ହୋଇ ଫଳି ଯାଇଥିଲା। ସେମାନଙ୍କ ମଧ୍ୟରୁ ୩୯ଜଣ ଛାତ୍ରଛାତ୍ରୀଙ୍କୁ ଆମ୍ବୁଲାନ୍ସ ଯୋଗେ ଭଦ୍ରକ ମୁଖ୍ୟ ଚିକିତ୍ସାଳୟକୁ ନିଆଯାଇଥିଲା।

କେଉଁ ପରିସ୍ଥିତିରେ ଏଭଳି ଘଟଣା ଘଟିଛି ତାହା ଜଣାପଡିନାହିଁ।

Related story