ଭୂଷଣ ଷ୍ଟିଲ ପ୍ଲାଣ୍ଟରେ ଟ୍ରକ୍ ମାଡିଯାଇ ଜଣେ ମୃତ

ଢେଙ୍କାନାଳ: ଢେଙ୍କାନାଳ ସ୍ଥିତ ଭୂଷଣ ଷ୍ଟିଲ ପ୍ଲାଣ୍ଟରେ ଟ୍ରକ୍ ମାଡିଯାଇ ଜଣେ ଷ୍ଟୋର କର୍ମଚାରୀଙ୍କ ମୃତ୍ୟୁ ଘଟିଛି। ମୃତକ ଜଣକ ହେଲେ ମୋଟଙ୍ଗା ଥାନା ପନେଇଲ ଗାଁର ବିଜୟ ବେହେରା। ସକାଳୁ ସେ କାମକୁ ଯାଉଥିବା ବେଳେ କମ୍ପାନୀ ପରିସର ଭିତରେ ଥିବା ରାସ୍ତାରେ ଏକ ଟ୍ରକ ତାଙ୍କୁ ଧକ୍କା ଦେଇଥିଲା। ଗୁରୁତର ଅବସ୍ଥାରେ ତାଙ୍କୁ ଅନୁଗୋଳ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ସେଠାରେ ଡ଼ାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଏହି ଘଟଣା ପରେ କାରଖାନା ପରିସରରେ […]

bhusan

Rakesh Mallick
  • Published: Wednesday, 16 December 2015
  • , Updated: 16 December 2015, 08:16 AM IST

ଢେଙ୍କାନାଳ: ଢେଙ୍କାନାଳ ସ୍ଥିତ ଭୂଷଣ ଷ୍ଟିଲ ପ୍ଲାଣ୍ଟରେ ଟ୍ରକ୍ ମାଡିଯାଇ ଜଣେ ଷ୍ଟୋର କର୍ମଚାରୀଙ୍କ ମୃତ୍ୟୁ ଘଟିଛି। ମୃତକ ଜଣକ ହେଲେ ମୋଟଙ୍ଗା ଥାନା ପନେଇଲ ଗାଁର ବିଜୟ ବେହେରା। ସକାଳୁ ସେ କାମକୁ ଯାଉଥିବା ବେଳେ କମ୍ପାନୀ ପରିସର ଭିତରେ ଥିବା ରାସ୍ତାରେ ଏକ ଟ୍ରକ ତାଙ୍କୁ ଧକ୍କା ଦେଇଥିଲା। ଗୁରୁତର ଅବସ୍ଥାରେ ତାଙ୍କୁ ଅନୁଗୋଳ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ସେଠାରେ ଡ଼ାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଏହି ଘଟଣା ପରେ କାରଖାନା ପରିସରରେ କିଛି ସମୟ ପାଇଁ ଉତ୍ତେଜନା ପ୍ରକାଶ ପାଇଥିଲା।

Related story