ବିଜେଡିରେ ଯୋଗ ଦେଲେ ଝାରସୁଗୁଡାର ୫୦ କଂଗ୍ରେସ କର୍ମୀ

ଭୁବନେଶ୍ୱର: ଝାରସୁଗୁଡ଼ା ଜିଲ୍ଲାର ୫୦ କଂଗ୍ରେସ କର୍ମୀ ମଙ୍ଗଳବାର ବିଜେଡିରେ ମିଶିଛନ୍ତି। ବିଜେଡିରେ ଯୋଗ ଦେଇଥିବା ନେତାଙ୍କ ମଧ୍ୟରେ ଝାରସୁଗୁଡ଼ା ଯୁବ କଂଗ୍ରେସ ସଭାପତି କେ.ଈଶ୍ୱର ରାଓଙ୍କ ସମେତ ୫୦ଜଣ ଯୁବ କଂଗ୍ରେସ କର୍ମୀ ଅଛନ୍ତି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଉପସ୍ଥିତିରେ ବିଜେଡିରେ ଯୋଗ  ଦେଇଛନ୍ତି ଏହି କର୍ମୀମାନେ।

jahrasuda

Rakesh Mallick
  • Published: Tuesday, 05 January 2016
  • , Updated: 05 January 2016, 01:24 PM IST

Related story