ବୌଦ୍ଧ: ୫ ଦଫା ଦାବି ନେଇ ଗ୍ରାମ ରୋଜଗାର କର୍ମଚାରୀଙ୍କ ଧାରଣା ଦ୍ୱିତୀୟ ଦିନରେ

ବୌଦ୍ଧ: ଗ୍ରାମ ରୋଜଗାର ସେବକ ସଂଘର କାର୍ଯ୍ୟବନ୍ଦ ଆନ୍ଦୋଳନ ଆଜି ଦ୍ୱିତୀୟ ଦିନରେ ପହଞ୍ଚିଛି। କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଅବହେଳା ପ୍ରତିବାଦରେ  ନିଖିଳ ଓଡ଼ିଶା ଗ୍ରାମ ରୋଜଗାର ସେବକ ସଂଘ ୫ ଦଫା ଦାବିରେ ବୌଦ୍ଧ ଜିଲ୍ଲାର  ତିନୋଟି  ବ୍ଲକ କାର୍ଯ୍ୟାଳୟ ସମ୍ମୁଖରେ  ଧାରଣା ବସିଛନ୍ତି। ସ୍ଥାୟୀ ନିଯୁକ୍ତି, ଭିଏଲଡବ୍ଲୁ/ପିଇଓ ପଦବୀରେ ଜିଆରଏସ ମାନଙ୍କୁ ନିଯୁକ୍ତି, ସାମାଜିକ ସୁରକ୍ଷା,ମାସିକ ଦରମା ୯୩୦୦ ଟଙ୍କା ସହିତ ଟିଏ,ଡିଏ ଆଦି ଦାବି କରିଛନ୍ତି। ୫ ଦଫା ଦାବି ପୂରଣ […]

bodha

Rakesh Mallick
  • Published: Sunday, 07 February 2016
  • , Updated: 07 February 2016, 06:31 AM IST

ବୌଦ୍ଧ: ଗ୍ରାମ ରୋଜଗାର ସେବକ ସଂଘର କାର୍ଯ୍ୟବନ୍ଦ ଆନ୍ଦୋଳନ ଆଜି ଦ୍ୱିତୀୟ ଦିନରେ ପହଞ୍ଚିଛି। କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଅବହେଳା ପ୍ରତିବାଦରେ  ନିଖିଳ ଓଡ଼ିଶା ଗ୍ରାମ ରୋଜଗାର ସେବକ ସଂଘ ୫ ଦଫା ଦାବିରେ ବୌଦ୍ଧ ଜିଲ୍ଲାର  ତିନୋଟି  ବ୍ଲକ କାର୍ଯ୍ୟାଳୟ ସମ୍ମୁଖରେ  ଧାରଣା ବସିଛନ୍ତି। ସ୍ଥାୟୀ ନିଯୁକ୍ତି, ଭିଏଲଡବ୍ଲୁ/ପିଇଓ ପଦବୀରେ ଜିଆରଏସ ମାନଙ୍କୁ ନିଯୁକ୍ତି, ସାମାଜିକ ସୁରକ୍ଷା,ମାସିକ ଦରମା ୯୩୦୦ ଟଙ୍କା ସହିତ ଟିଏ,ଡିଏ ଆଦି ଦାବି କରିଛନ୍ତି। ୫ ଦଫା ଦାବି ପୂରଣ ନହେବା ଯାଏଁ ଅନ୍ଦୋଳନ ଜାରି ରହିବ ଓ ଆଗାମୀ ଦିନରେ ବିଧାନ ସଭା ଘେରାଉ କରାଯିବ ବୋଲି ଗ୍ରାମ ରୋଜଗାର ସେବକ ସଂଘ  ଚେତାବନୀ ଦେଇଛି।

Related story