ବଲାଙ୍ଗିର:ହାତୀ ଆକ୍ରମଣରେ ୩ ଆହତ

ବଲାଙ୍ଗିର: ବଲାଙ୍ଗିର ଜିଲ୍ଲା ଅଗଲପୁର ବ୍ଲକ ଡୁଡୁକାମୁଣ୍ଡା ଗାଁରେ ହାତୀ ଆକ୍ରମଣରେ ୩ ଜଣ ଆହତ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୨ଜଣଙ୍କ ଅବସ୍ଥା ଗୁରୁତର ରହିଛି। ସେମାନଙ୍କୁ ବଲାଙ୍ଗିର  ମୁଖ୍ୟ ଚିକତ୍ସାଳୟରେ ଭର୍ତ୍ତି କରାଯାଇଛି। ଗାଁ ଭିତରକୁ ପ୍ରାୟ ୨୦ରୁ ଅଧିକ ହାତୀ ପଶି ଆସିଥିବାରୁ ଜଙ୍ଗଲ ନିକଟରେ କାମ କରୁଥିବା ବେଳେ କିଛି ଶ୍ରମିକଙ୍କୁ ହାତୀପଲ ଆକ୍ରମଣ କରିଥିଲେ।  ବନ ବିଭାଗ ପକ୍ଷରୁ ହାତୀ ଘଉଡାଇବା ପାଇଁ ଉଦ୍ୟମ କରାଯାଉଛି।

hati

Rakesh Mallick
  • Published: Wednesday, 26 October 2016
  • , Updated: 26 October 2016, 02:42 PM IST

Related story