ଚୌଦ୍ୱାର ରୂପଯାତ୍ରା ଲାଗି କମିଶନରେଟ ପୋଲିସ ପକ୍ଷରୁ ବୈଠକ

କଟକ: ଚୌଦ୍ୱାର ଥାନା ପରିସରରେ କମିସନରେଟ ପୋଲିସ ପକ୍ଷରୁ ଚୌଦ୍ୱାର ରୂପଯାତ୍ରାର ଶେଷ ପ୍ରସ୍ତୁତି ବୈଠକ ଆୟୋଜିତ ହୋଇଥିଲା। ବୈଠକରେ ଚୌଦ୍ୱାର ବିଧାୟକ ପ୍ରଭାତ ରଞ୍ଜନ ବିଶ୍ୱାଳଙ୍କ ସମେତ ବିଭିନ୍ନ ସାହିର ମୁରବୀ, ପୂଜା କମିଟି ସଭାପତି ଓ ସମ୍ପାଦକ, ସ୍ଥାନୀୟ ବିଭାଗୀୟ ଅଧିକାରୀମାନେ ଯୋଗ ଦେଇଥିଲେ । ଶାନ୍ତିଶୃଙ୍ଖଳା ଲଶଗି ରୂପଯାତ୍ରା ସମୟରେ ପ୍ରାୟ ୧୫ ପ୍ଲାଟୁନ ପୋଲିସ ମୁତୟନ କରାଯିବ ବୋଲି ଡିସିପି ସୂଚନା ଦେଇଛନ୍ତି।

choudwar

Rakesh Mallick
  • Published: Monday, 26 October 2015
  • , Updated: 26 October 2015, 02:27 PM IST

Related story