ରମାଦେବୀ ମହିଳା ବିଶ୍ୱବିଦ୍ୟାଳୟ ଛାତ୍ରୀଙ୍କ ଫଟୋ ଅପଲୋଡ୍‌ ବିରୋଧରେ ଏଆଇଡିଏସ୍‌ଓର ବିକ୍ଷୋଭ

ଭୁବନେଶ୍ୱର:  ସୋସିଆଲ ମିଡିଆରେ ରମାଦେବୀ ମହିଳା ବିଶ୍ୱବିଦ୍ୟାଳୟ ଛାତ୍ରୀଙ୍କ ଫଟୋକୁ ଅପଲୋଡ୍‌ କରି ଚରିତ୍ରହାନୀ କରିବା ଘଟଣାକୁ ପ୍ରତିବାଦ କରି  ଅଲ୍‌ ଇଣ୍ଡିଆ ଡେମୋକ୍ରାଟିକ୍‌ ଷ୍ଟୁଡେଣ୍ଟ ଅର୍ଗାନାଇଜେସନ୍ ଭୁବନେଶ୍ୱର ସିଟି କମିଟି ଓ ଅଲ୍‌ ଇଣ୍ଡିଆ ମହିଳା ସାଂସ୍କୃତିକ ସଂଗଠନ ପକ୍ଷରୁ ମାଷ୍ଟରକ୍ୟାଣ୍ଟିନ୍‌ ଛକରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି। ଛାତ୍ରୀଙ୍କୁ ନ୍ୟାୟ ପ୍ରଦାନ ଓ ଆରୋହୀ କ୍ରିଏସନ୍‌ ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ ଦାବି  ସଂଗଠନ ପକ୍ଷରୁ ଦାବି କରାଯାଇଛି।

bbsr

Rakesh Mallick
  • Published: Sunday, 26 March 2017
  • , Updated: 26 March 2017, 02:46 PM IST

Related story