କଟକ : ସ୍କୁଲରେ ବୋମା ଫୁଟି ଦୁଇ ଆହତ

କଟକ: କଟକ ବାମ୍ଫିସାହି ୟୁପି ସ୍କୁଲରେ ଅଭାବନୀୟ ଘଟଣା ଘଟିଛି । ସ୍କୁଲ ଛାତ ଉପରେ  ବୋମା ଭିଡୁଥିବା ବେଳେ ବୋମାଫୁଟି ଦୁଇଜଣ ଆହତ ହୋଇଛନ୍ତି । ଦୁଇ ଆହତଙ୍କୁ ଗୁରୁତର ଅବସ୍ଥାରେ କଟକ ବଡ ମେଡିକାଲରେ ଭର୍ତ୍ତି କରାଯାଇଛି । ସେମାନେ ହେଲେ ବାବନ ଶାହା ଓ ଅନ୍ୟଜଣେ ନାରାୟଣ ଶାହା । ଏହି ଦୁଇଜଣ ଯୁବକ ସ୍ଥାନୀୟ ଅଞ୍ଚଳର ହୋଇଥିବା ବେଳେ ବୋମା ତିଆରି ପଛରେ ରହିଥିବା କାରଣ ସମ୍ପର୍କରେ ପୋଲିସ ଅନୁସନ୍ଧାନ ଆରମ୍ଭ […]

bombing

bombing

Rakesh Mallick
  • Published: Wednesday, 02 September 2015
  • Updated: 02 September 2015, 07:36 AM IST

Sports

Latest News

କଟକ: କଟକ ବାମ୍ଫିସାହି ୟୁପି ସ୍କୁଲରେ ଅଭାବନୀୟ ଘଟଣା ଘଟିଛି । ସ୍କୁଲ ଛାତ ଉପରେ  ବୋମା ଭିଡୁଥିବା ବେଳେ ବୋମାଫୁଟି ଦୁଇଜଣ ଆହତ ହୋଇଛନ୍ତି । ଦୁଇ ଆହତଙ୍କୁ ଗୁରୁତର ଅବସ୍ଥାରେ କଟକ ବଡ ମେଡିକାଲରେ ଭର୍ତ୍ତି କରାଯାଇଛି । ସେମାନେ ହେଲେ ବାବନ ଶାହା ଓ ଅନ୍ୟଜଣେ ନାରାୟଣ ଶାହା । ଏହି ଦୁଇଜଣ ଯୁବକ ସ୍ଥାନୀୟ ଅଞ୍ଚଳର ହୋଇଥିବା ବେଳେ ବୋମା ତିଆରି ପଛରେ ରହିଥିବା କାରଣ ସମ୍ପର୍କରେ ପୋଲିସ ଅନୁସନ୍ଧାନ ଆରମ୍ଭ କରିଛି । ମଙ୍ଗଳବାର ଅପରାହ୍ନ ୪ଟା ସମୟରେ ସ୍କୁଲରେ ପାଠପଢା ଚାଲିଥିବା ବେଳେ ପ୍ରଚଣ୍ଡ ଶବ୍ଦ ଶୁଭିଥିଲା ଏବଂ ପରେ ଏହା ଏକ ବୋମା ବିସ୍ପୋରଣ ହୋଇଥିବା ଜଣାପଡିଥିଲା ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story