ଢେଙ୍କାନାଳ : ସଡକ ଦୁର୍ଘଟଣାରେ ୪ ମୃତ,ଜଣେ ଗୁରୁତର

ଢେଙ୍କାନାଳ: ଢେଙ୍କାନାଳ ଜିଲ୍ଲା ହଳଦିଆବାହାଳ ନିକଟସ୍ଥ ୫୫ ନଂ ଜାତୀୟ ରାଜପଥରେ ମର୍ମନ୍ତୁଦ ସଡକ ଦୁର୍ଘଟଣାରେ ୪ ମୃତ ଓ ଜଣେ ଗୁରୁତର। ମୃତକଙ୍କ ମଧ୍ୟରେ ଜଣେ ଶିଶୁ ଓ ୨ଜଣ ମହିଳା ଅଛନ୍ତି। ମୃତକମାନେ ହେଲେ ଅନୁଗୁଳ ନାଲକୋର ସିଆଇଏସଏଫର କର୍ମଚାରୀ ରମେଶ ଚନ୍ଦ୍ର ହୋତା, ତାଙ୍କ ପତ୍ନୀ, ଭଉଣୀ ଓ ୨ବର୍ଷର ଶିଶୁ ପୁତ୍ର। ତାଙ୍କର ୭ବର୍ଷର ଅନ୍ୟ ଜଣେ ଶିଶୁ ପୁତ୍ରଙ୍କୁ ଗୁରୁତର ଅବସ୍ଥାରେ ଢେଙ୍କାନାଳ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ରବିବାର ରାତି […]

IMG-20150914-WA0000 (1)

IMG-20150914-WA0000 (1)

Rakesh Mallick
  • Published: Monday, 14 September 2015
  • Updated: 14 September 2015, 02:47 AM IST

ଢେଙ୍କାନାଳ: ଢେଙ୍କାନାଳ ଜିଲ୍ଲା ହଳଦିଆବାହାଳ ନିକଟସ୍ଥ ୫୫ ନଂ ଜାତୀୟ ରାଜପଥରେ ମର୍ମନ୍ତୁଦ ସଡକ ଦୁର୍ଘଟଣାରେ ୪ ମୃତ ଓ ଜଣେ ଗୁରୁତର। ମୃତକଙ୍କ ମଧ୍ୟରେ ଜଣେ ଶିଶୁ ଓ ୨ଜଣ ମହିଳା ଅଛନ୍ତି। ମୃତକମାନେ ହେଲେ ଅନୁଗୁଳ ନାଲକୋର ସିଆଇଏସଏଫର କର୍ମଚାରୀ ରମେଶ ଚନ୍ଦ୍ର ହୋତା, ତାଙ୍କ ପତ୍ନୀ, ଭଉଣୀ ଓ ୨ବର୍ଷର ଶିଶୁ ପୁତ୍ର। ତାଙ୍କର ୭ବର୍ଷର ଅନ୍ୟ ଜଣେ ଶିଶୁ ପୁତ୍ରଙ୍କୁ ଗୁରୁତର ଅବସ୍ଥାରେ ଢେଙ୍କାନାଳ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ରବିବାର ରାତି ପ୍ରାୟ ୧୦ଟା ବେଳେ ରମେଶ ତାଙ୍କ ପରିବାର ସହ ଢେଙ୍କାନାଳରୁ ଅନୁଗୋଳ ଫେରୁଥିଲେ। ବାଟରେ ହଳଦିଆବାହାଳ ନିକଟରେ ବିପରୀତ ଦିଗରୁ ଆସୁଥିବା ଏକ ମାଲବୋଝେଇ ଟ୍ରକ ସହ ତାଙ୍କ କାରର ମୁହାଁମୁହିଁ ଧକ୍କା ଦେଇଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story