ମୃତ ଚାଷୀ ପରିବାର ଲୋକଙ୍କୁ ଭେଟିଲେ ସୁରେଶ ପୂଜାରୀ

ବରଗଡ଼: ବରଗଡ଼ ଜିଲ୍ଲାରେ ଆତ୍ମହତ୍ୟା କରିଥିବା ଚାଷୀ ହାଡୁ ବଗର୍ତ୍ତି ପରିବାର ଲୋକଙ୍କୁ ବିଜେପି ନେତା ସୁରେଶ ପୂଜାରୀ ଭେଟିଛନ୍ତି। ସୁରେଶଙ୍କ ସହ ଜିଲ୍ଲା ବିଜେପି ସଭାପତିଙ୍କ ନାରାୟଣ ସାହୁ ଓ ଦଳର ଅନ୍ୟ ନେତା ମାନେ ପରିବାର ଲୋକଙ୍କୁ ଭେଟି ଆଲୋଚନା କରିଛନ୍ତି। ସେହିପରି ବିଜେଡି ବିଧାୟକ ତଥା ବିଜେଡି କୃଷକ ସେଲ ଅଧ୍ୟକ୍ଷ ସୁଶାନ୍ତ ସିଂ ମଧ୍ୟ ହାଡୁଙ୍କ ପରିବାର ଲୋକଙ୍କୁ ଭେଟିଛନ୍ତି। ଚାଷରେ କ୍ଷତି ଓ ଋଣ ଭାର ସହି ନପାରି ହାଡୁ […]

dead farmer

Rakesh Mallick
  • Published: Thursday, 02 March 2017
  • , Updated: 02 March 2017, 02:23 PM IST

ବରଗଡ଼: ବରଗଡ଼ ଜିଲ୍ଲାରେ ଆତ୍ମହତ୍ୟା କରିଥିବା ଚାଷୀ ହାଡୁ ବଗର୍ତ୍ତି ପରିବାର ଲୋକଙ୍କୁ ବିଜେପି ନେତା ସୁରେଶ ପୂଜାରୀ ଭେଟିଛନ୍ତି। ସୁରେଶଙ୍କ ସହ ଜିଲ୍ଲା ବିଜେପି ସଭାପତିଙ୍କ ନାରାୟଣ ସାହୁ ଓ ଦଳର ଅନ୍ୟ ନେତା ମାନେ ପରିବାର ଲୋକଙ୍କୁ ଭେଟି ଆଲୋଚନା କରିଛନ୍ତି।

ସେହିପରି ବିଜେଡି ବିଧାୟକ ତଥା ବିଜେଡି କୃଷକ ସେଲ ଅଧ୍ୟକ୍ଷ ସୁଶାନ୍ତ ସିଂ ମଧ୍ୟ ହାଡୁଙ୍କ ପରିବାର ଲୋକଙ୍କୁ ଭେଟିଛନ୍ତି। ଚାଷରେ କ୍ଷତି ଓ ଋଣ ଭାର ସହି ନପାରି ହାଡୁ ବଗର୍ତ୍ତି ଗତ ରବିବାର ଦିନ ବିଷ ପିଇଥିବା ଅଭିଯୋଗ ହୋଇଥିଲା ଚିକିତ୍ସାଧୀନ ଅବସ୍ଥାରେ ଗତ ମଙ୍ଗଳବାର ଦିନ ସେ ପ୍ରାଣ ହରାଇଥିଲେ।

Related story