ଦେବଗଡ: ଖଜୁରୀଖମଣ ଗାଁରେ ଜଣ୍ଡିସ ଆତଙ୍କ,ଜଣେ ମୃତ

ଦେବଗଡ: ଖଜୁରୀଖମଣ ଗାଁରେ ଗତ କିଛି ଦିନ ହେବ ଜଣ୍ଡିସ ବ୍ୟାପିବାରେ ଲାଗିଛି। ଏବେ ସୁଦ୍ଧା ଗାଁର ୧୬ ଜଣଙ୍କୁ ଜଣ୍ଡିସ ହୋଇଥିବା ଜଣାପଡିଛି। ଏଥିରେ ଗତ ତିନି ଦିନ ତଳେ ଜଣଙ୍କର ମୃତ୍ୟୁ ହୋଇଥିଲା। ଗ୍ରାମରେ ଥିବା ଜଳ ଯୋଗାଣ ପ୍ରକଳ୍ପର ପାଇପ ପୁରୁଣା ହୋଇ ଫାଟିଯିବାରୁ ପ୍ରଦୁଷିତ ଜଳ ମିଶି ଥିବା ଅଭିଯୋଗ ହୋଇଛି। ଅନ୍ୟପକ୍ଷରେ ଗ୍ରାମ୍ୟ ଜଳ ଯୋଗାଣ ବିଭାଗକୁ ବାରମ୍ୱାର ଲିଖିତ  ଅଭିଯୋଗ ଦିଆଯାଇଥିଲେ ସୁଦ୍ଧା ବିଭାଗ କିଛି ପଦକ୍ଷେପ ନେଉ […]

jundice in debgard

jundice in debgard

Rakesh Mallick
  • Published: Saturday, 22 August 2015
  • Updated: 22 August 2015, 04:22 PM IST

Sports

Latest News

jundice in debgardଦେବଗଡ: ଖଜୁରୀଖମଣ ଗାଁରେ ଗତ କିଛି ଦିନ ହେବ ଜଣ୍ଡିସ ବ୍ୟାପିବାରେ ଲାଗିଛି। ଏବେ ସୁଦ୍ଧା ଗାଁର ୧୬ ଜଣଙ୍କୁ ଜଣ୍ଡିସ ହୋଇଥିବା ଜଣାପଡିଛି। ଏଥିରେ ଗତ ତିନି ଦିନ ତଳେ ଜଣଙ୍କର ମୃତ୍ୟୁ ହୋଇଥିଲା। ଗ୍ରାମରେ ଥିବା ଜଳ ଯୋଗାଣ ପ୍ରକଳ୍ପର ପାଇପ ପୁରୁଣା ହୋଇ ଫାଟିଯିବାରୁ ପ୍ରଦୁଷିତ ଜଳ ମିଶି ଥିବା ଅଭିଯୋଗ ହୋଇଛି। ଅନ୍ୟପକ୍ଷରେ ଗ୍ରାମ୍ୟ ଜଳ ଯୋଗାଣ ବିଭାଗକୁ ବାରମ୍ୱାର ଲିଖିତ  ଅଭିଯୋଗ ଦିଆଯାଇଥିଲେ ସୁଦ୍ଧା ବିଭାଗ କିଛି ପଦକ୍ଷେପ ନେଉ ନ ଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି। ଜଳଉସି ନିକଟରେ ଥିବା ନାଳର ପାଣି ନଳକୂଅ ମଧ୍ୟକୁ ପ୍ରବେଶ କରୁଥିବା ବେଳେ ଏହାକୁ ବିଶୋଧନ କରାଯାଉ ନ ଥିବା ଗ୍ରାମବାସୀ ମୁକୁନ୍ଦ ସାମଲ କହିଛନ୍ତି। ପ୍ରତି ସପ୍ତାହରେ ସବୁ ଅଞ୍ଚଳରୁ ରିପୋର୍ଟ ଆସୁଥିବା ବେଳେ ଜଳଉସିକୁ ପରୀକ୍ଷା କରି ବିହିତ ପଦକ୍ଷେପ ନେବାକୁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଛନ୍ତି। ଜଳଉସିରେ ଗାଁ ଲୋକଙ୍କର ସ୍ୱାସ୍ଥ୍ୟ ପରୀକ୍ଷା କରାଯାଉଛି।ଏହା ଜଣ୍ଡିସ କି ଆଉ କିଛି କାରଣ ରହିଛି ତାହାର ଯାଞ୍ଚ ପାଇଁ ଏକ ଦଳ ଘଟଣା ସ୍ଥଳକୁ ପଠାଇବାର ବ୍ୟବସ୍ଥା କରାଯାଉଛି ବୋଲି  ଦେବଗଡ ସିଡିଏମଓ ଡା.ମନୋଜ କୁମାର ବେହେରା କହିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story