ଦେବଗଡ: ବିଦ୍ୟୁତ କାଟକୁ ନେଇ ରାଜପଥ ଅବରୋଧ

ଦେବଗଡ: ଦେବଗଡ ସହରରେ ଦୀର୍ଘ ସମୟ ଧରି ବିଜୁଳି କାଟ କରାଯିବାକୁ ନେଇ ଅଞ୍ଚଳବାସୀ ୪୯ ନମ୍ବର ଜାତୀୟ ରାଜପଥ ଅବରୋଧ କରିଥିଲେ। ରାତି ୯ଟା ପରେ ବିଦ୍ୟୁତ ଯୋଗାଣ ସ୍ୱାଭାବିକ ହୋଇଥିଲେ ମଧ୍ୟ ଦୀର୍ଘଦିନରୁ ଲାଗି ରହିଥିବା ଏପରି ସମସ୍ୟା ବିଷୟରେ ଆଲୋଚନା କରିବାକୁ ବିଭାଗୀୟ ଅଧିକାରୀ ଘଟନା ସ୍ଥଳକୁ ଆସିବାକୁ ଜନସାଧାରଣ ଦାବି କରିଛନ୍ତି। ଫଳରେ କୋଲକତା-ମୁମ୍ୱାଇ ଜାତୀୟ ରାଜପଥରେ ଦୀର୍ଘ ସମୟ ଧରି ଯାନବାହାନ ଚଳାଚଳ ବନ୍ଦ ରହିଥିଲା । ଦେବଗଡ ସହରରେ […]

f

f

Rakesh Mallick
  • Published: Sunday, 13 September 2015
  • Updated: 13 September 2015, 06:13 PM IST

Sports

Latest News

ଦେବଗଡ: ଦେବଗଡ ସହରରେ ଦୀର୍ଘ ସମୟ ଧରି ବିଜୁଳି କାଟ କରାଯିବାକୁ ନେଇ ଅଞ୍ଚଳବାସୀ ୪୯ ନମ୍ବର ଜାତୀୟ ରାଜପଥ ଅବରୋଧ କରିଥିଲେ। ରାତି ୯ଟା ପରେ ବିଦ୍ୟୁତ ଯୋଗାଣ ସ୍ୱାଭାବିକ ହୋଇଥିଲେ ମଧ୍ୟ ଦୀର୍ଘଦିନରୁ ଲାଗି ରହିଥିବା ଏପରି ସମସ୍ୟା ବିଷୟରେ ଆଲୋଚନା କରିବାକୁ ବିଭାଗୀୟ ଅଧିକାରୀ ଘଟନା ସ୍ଥଳକୁ ଆସିବାକୁ ଜନସାଧାରଣ ଦାବି କରିଛନ୍ତି। ଫଳରେ କୋଲକତା-ମୁମ୍ୱାଇ ଜାତୀୟ ରାଜପଥରେ ଦୀର୍ଘ ସମୟ ଧରି ଯାନବାହାନ ଚଳାଚଳ ବନ୍ଦ ରହିଥିଲା ।

ଦେବଗଡ ସହରରେ ଗଣେଶ ପୂଜା ବେଶ ଧୂମଧାମରେ ପାଳନ କରାଯାଇଥାଏ। ଆଗକୁ ଗଣେଶ ପୂଜା ଆସୁଥିବାରୁ ଏହି ସମୟରେ ବିଜୁଳି ସଂଯୋଗ ସ୍ୱାଭାବିକ ରଖିବାକୁ ତଥା ଛୋଟମୋଟ ମରାମତି କାମ କରିବାକୁ ବିଜୁଳି ବିଭାଗ ଆଜି ସକାଳ ୮ଟାରୁ ଅପରାହ୍ନ ୩ଟା ପର୍ଯ୍ୟନ୍ତ ବିଦ୍ୟୁତ କାଟ କରିଥିଲେ । ଅପରାହ୍ନ ସାଢେ ତିନିଟାରେ ବିଦ୍ୟୁତ ଯୋଗାଣ ହୋଇଥିଲେ ମଧ୍ୟ ପ୍ରାୟ ଅଧଘଣ୍ଟା ପରେ ପୁଣି ଚାଲିଯାଇଥିଲା । ସନ୍ଧ୍ୟା ୭ଟା ପର୍ଯ୍ୟନ୍ତ ବିଦ୍ୟୁତ ଯୋଗାଣ ସ୍ୱାଭାବିକ ନ ହେବା ଉତ୍ତ୍ୟକ୍ତ ଲୋକେ ରାସ୍ତାରୋକ କରିଥିଲେ ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story