ଦେବଗଡ: ଇଲେକସନ ନୁହେଁ, ସିଲେକସନ ହେଲେ ଛାତ୍ର ସଂସଦ ପ୍ରତିନିଧି

ଦେବଗଡ: ଜିଲ୍ଲାର ସମସ୍ତ କଲେଜରେ ସିଲେକସନ ମାଧ୍ୟମରେ ଛାତ୍ର ସଂସଦ ପ୍ରତିନିଧି ଚୟନ କରାଯାଇଛି । କେବଳ ସଦର ମହକୁମାର ଦେବଗଡ କଲେଜରେ ସଭାପତି, ସମ୍ପାଦକ ଓ ଉପସଭାପତି ପଦବୀ ପାଇଁ ନିର୍ବାଚନ ହୋଇଥିଲା । ଅନ୍ୟ ସମସ୍ତ ପଦବୀରେ ବିନା ପ୍ରତିଦ୍ୱନ୍ଦିତାରେ ପ୍ରତିନିଧି ନିର୍ବାଚିତ ହୋଇଥିଲେ। ସଭାପତି ପଦବୀରେ ରାକେଶ ପାଣି, ସମ୍ପାଦକ ଭାବେ ରାହୁଲ ଗୋଏଲ ଏବଂ ଉପସଭାପତି ଭାବେ ରିଙ୍କୁ ସାହୁ ନିର୍ବାଚିତ ହୋଇଛନ୍ତି। ଅନ୍ୟ କଲେଜଗୁଡିକରେ ଛାତ୍ରଛାତ୍ରୀମାନେ ସେମାନଙ୍କ ପ୍ରତିନିଧି ଚୟନ କରିଥିଲେ ।

deogarh

Rakesh Mallick
  • Published: Thursday, 15 October 2015
  • , Updated: 15 October 2015, 04:33 AM IST

Related story