ଡେଙ୍ଗୁ ମୁକାବିଲା ପାଇଁ କଟକରେ ମାଗଣା ସ୍ୱାସ୍ଥ୍ୟ ଶିବିର ଆରମ୍ଭ

କଟକ: ଡେଙ୍ଗୁ ମୁକାବିଲା ପାଇଁ ସିଏମ୍‌ସି ପକ୍ଷରୁ ଆଜି ବିଭିନ୍ନ ୱାର୍ଡରେ ଆରମ୍ଭ ହୋଇଛି ସ୍ୱାସ୍ଥ୍ୟ ଶିବିର। ସହରର ବିଭିନ୍ନ ୱାର୍ଡରେ ୫୦ଟି  ମାଗଣା ସ୍ୱାସ୍ଥଶିବିର ଖୋଲାଯାଇ ଡେଙ୍ଗୁ ରୋଗୀ ଚିହ୍ନଟ ଓ ସଚେତନତା  କରାଯାଉଛି। ଅଙ୍ଗନବାଡ଼ି କର୍ମୀ ଓ ଆଶାକର୍ମୀଙ୍କୁ ମଧ୍ୟ ଏଥିରେ ନିୟୋଜିତ କରାଯାଇଛି। ସେମାନେ ଘର ଘର ବୁଲି ଲୋକଙ୍କୁ ସଚେତନ କରାଉଛନ୍ତି। ଜଗତପୁର ଅଞ୍ଚଳରେ ସ୍ୱାସ୍ଥ୍ୟବିଭାଗ ପକ୍ଷରୁ ଦୁଇଟି ମୋବାଇଲ ହେଲ୍‌ଥ ଟିମ୍‌ କରାଯାଇ ଲୋକଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କରାଯାଉଛି। ଶିଳ୍ପାଞ୍ଚଳରେ […]

dengu

Rakesh Mallick
  • Published: Monday, 18 July 2016
  • , Updated: 18 July 2016, 03:13 PM IST

କଟକ: ଡେଙ୍ଗୁ ମୁକାବିଲା ପାଇଁ ସିଏମ୍‌ସି ପକ୍ଷରୁ ଆଜି ବିଭିନ୍ନ ୱାର୍ଡରେ ଆରମ୍ଭ ହୋଇଛି ସ୍ୱାସ୍ଥ୍ୟ ଶିବିର। ସହରର ବିଭିନ୍ନ ୱାର୍ଡରେ ୫୦ଟି  ମାଗଣା ସ୍ୱାସ୍ଥଶିବିର ଖୋଲାଯାଇ ଡେଙ୍ଗୁ ରୋଗୀ ଚିହ୍ନଟ ଓ ସଚେତନତା  କରାଯାଉଛି। ଅଙ୍ଗନବାଡ଼ି କର୍ମୀ ଓ ଆଶାକର୍ମୀଙ୍କୁ ମଧ୍ୟ ଏଥିରେ ନିୟୋଜିତ କରାଯାଇଛି। ସେମାନେ ଘର ଘର ବୁଲି ଲୋକଙ୍କୁ ସଚେତନ କରାଉଛନ୍ତି। ଜଗତପୁର ଅଞ୍ଚଳରେ ସ୍ୱାସ୍ଥ୍ୟବିଭାଗ ପକ୍ଷରୁ ଦୁଇଟି ମୋବାଇଲ ହେଲ୍‌ଥ ଟିମ୍‌ କରାଯାଇ ଲୋକଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କରାଯାଉଛି। ଶିଳ୍ପାଞ୍ଚଳରେ ଗୋଟିଏ ମାସ ପର୍ଯ୍ୟନ୍ତ ସଫେଇ କାମ ଉପରେ ଗୁରୁତ୍ୱ ଦିଆଯିବ। ବନ୍ଦ ହୋଇ ପଡ଼ିରହିଥିବା ଶିଳ୍ପ ସଂସ୍ଥାଗୁଡ଼ିକୁ ଶୀଘ୍ର ସଫେଇ କରିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି।

Related story