ଢେଙ୍କାନାଳ: ଭୂଷଣ ଷ୍ଟିଲ୍‌ କମ୍ପାନୀ ମୁଖ୍ୟ ଫାଟକରେ ତାଲା ପକାଇଲେ ଗ୍ରାମବାସୀ

ଢେଙ୍କାନାଳ: ଢେଙ୍କନାଳ ଜିଲ୍ଲା ଭୂଷଣ ଷ୍ଟିଲ୍‌ କମ୍ପାନୀ ମୁଖ୍ୟ ଫାଟକରେ ଆଜି ସକାଳେ ତାଳବାହାଳି ଗାଁର ମହିଳା ଓ ଗ୍ରାମବାସୀମାନେ ତାଲା ପକାଇଛନ୍ତି। କମ୍ପାନୀ କର୍ତ୍ତୃପକ୍ଷ ଗାଁରେ ପାନୀୟ ଜଳ ସମସ୍ୟା ଓ କିସିନ୍ଦା ନାଳରେ ପୋଲ ନିର୍ମାଣ ପାଇଁ ପ୍ରତିଶ୍ରୁତି ଦେଇଥିଲେ। ହେଲେ ଆଜି ପର୍ଯ୍ୟନ୍ତ କମ୍ପାନୀ ପ୍ରତିଶ୍ରୁତି ପୂରଣ କରି ନ ଥିବା ପ୍ରତିବାଦରେ ଆଜି ସକାଳେ ଗାଁର ଶତାଧିକ ମହିଳା ଭୂଷଣ କମ୍ପାନୀ ଫାଟକରେ ତାଲା ପକାଇଛନ୍ତି।

dkl

Rakesh Mallick
  • Published: Monday, 27 June 2016
  • , Updated: 27 June 2016, 12:33 PM IST

Related story