ଢେଙ୍କାନାଳ: ଜିଲ୍ଲାପାଳଙ୍କ ଅଫିସ ସମ୍ମୁଖରେ ବିଷ ପିଇ ଚାଷୀଙ୍କ ଆତ୍ମହତ୍ୟା ଉଦ୍ୟମ

ଢେଙ୍କାନାଳ: ଜିଲ୍ଲାପାଳଙ୍କ ଅଫିସ ଆଗରେ ଆଜି ଜଣେ ଚାଷୀ ବିଷ ପିଇ ଆତ୍ମହତ୍ୟା ଉଦ୍ୟମ କରିଛନ୍ତି। ତାଙ୍କ ନାଁ ଆଶିଷ ମଲ୍ଲିକ। ଘର ଭୁବନ ବ୍ଲକର ଗୁଣ୍ଠିକାଟେଣୀ ଗାଁରେ। ଋଣ କରି ଚାଷ କରିଥିବା ଆଶିଷ ଫସଲ ନଷ୍ଟ ହୋଇଯିବା ପରେ ଆତ୍ମହତ୍ୟା ଉଦ୍ୟମ କରିଥିଲେ। ସେ ବିଷ ପିଇବାକୁ ଉଦ୍ୟମ କରୁଥିବାବେଳେ ଘଟଣାସ୍ଥଳରେ ଉପସ୍ଥିତ ପୋଲିସ ସେଥିରୁ ତାଙ୍କୁ ନିବୃତ କରିଥିଲେ।

farmer of dhenkanal

Rakesh Mallick
  • Published: Monday, 02 November 2015
  • , Updated: 02 November 2015, 05:46 PM IST

Related story