ଢେଙ୍କାନାଳ: ମୃତ ଚାଷୀଙ୍କ ପରିବାରବର୍ଗଙ୍କୁ ଭେଟିଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ

ଢେଙ୍କାନାଳ: କେନ୍ଦ୍ର ପେଟ୍ରୋଲିୟମ୍ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଶୁକ୍ରବାର ଢେଙ୍କାନାଳ ଜିଲ୍ଲା ଓସ୍ତପାଳ ଯାଇ ମୃତ ଚାଷୀ ଭ୍ରମରବର ନାୟକଙ୍କ ପରିବାରକୁ ଭେଟିଛନ୍ତି। ଭ୍ରମରବର ଗତ ୩୧ ତାରିଖରେ ବିଷ ପିଇ ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଥିଲା। ତେବେ ଏ ପର୍ଯ୍ୟନ୍ତ ସେମାନଙ୍କୁ କୌଣସି ସହାୟତା ମିଳି ନ ଥିବା ମୃତ ଭ୍ରମରବରଙ୍କ ପରିବାର ଲୋକେ କେନ୍ଦ୍ରମନ୍ତ୍ରୀଙ୍କୁ ଜଣାଇଛନ୍ତି। ଓସ୍ତପାଳ ଯିବା ପୂର୍ବରୁ ଧର୍ମେନ୍ଦ୍ର ଭାପୁର ଅଞ୍ଚଳର ମରୁଡି ପ୍ରଭାବିତ ଜମି ବୁଲି ଦେଖିଥିଲେ।

dharmendra pradhan

Rakesh Mallick
  • Published: Saturday, 21 November 2015
  • , Updated: 22 November 2015, 07:53 AM IST

Related story