ଦୀପାବଳିକୁ ନେଇ ସିଏନସି କଲେଜରେ ଫୁଡ୍ ଫେଷ୍ଟିଭାଲ୍

ବଲାଙ୍ଗିର: ସିଏନସି କମର୍ସ କଲେଜରେ ଦୀପାବଳିକୁ ଦୃଷ୍ଟିରେ ରଖି ଏକ ଫୁଡ୍ ଫେଷ୍ଟିଭାଲ୍ ଅନୁଷ୍ଠିତ ହୋଇଯାଇଛି। କଲେଜର ଛାତ୍ରଛାତ୍ରୀ ବିଭିନ୍ନ ପୋଷାକରେ ସଜେଇ ହୋଇ ବିଭିନ୍ନ ପ୍ରକାର ଖାଦ୍ୟ ନିଜେ ପ୍ରସ୍ତୁତ କରି ବିକ୍ରି କରିଥିଲେ। ଗୋଟିଏ ସ୍ଥାନରେ ବିଭିନ୍ନ ପ୍ରକାର ସୁସ୍ୱାଦୁ ଖାଦ୍ୟକୁ ଖାଇବା ପାଇଁ ବେଶ୍ ଭିଡ ଜମାଇଥିଲେ ଦର୍ଶକ।

food

Rakesh Mallick
  • Published: Sunday, 08 November 2015
  • , Updated: 08 November 2015, 04:26 PM IST

Related story