ସୁନ୍ଦରଗଡ଼: ହାତୀ ଆକ୍ରମଣରେ ମହିଳା ମୃତ

ସୁନ୍ଦରଗଡ଼: ସୁନ୍ଦରଗଡ଼ କୁଆଁରମୁଣ୍ଡା ବ୍ଲକ ଝାରବେଡ଼ା ଗାଁର କିଛି ମହିଳା ଆଜି ଶୁଖିଲା କାଠ ସଂଗ୍ରହ କରିବା ପାଇଁ ନିକଟସ୍ଥ ଜଙ୍ଗଲକୁ ଯାଇଥିଲେ। ଏହି ସମୟରେ ଦୁଇଟି ହାତୀ ସେମାନଙ୍କୁ ଆକ୍ରମଣ କରିଥିଲା। ଫଳରେ ଜଣେ ମହିଳାଙ୍କର ଘଟଣାସ୍ଥଳରେ ମୃତ୍ୟୁ ହୋଇଥିବା ବେଳେ ୪ ଜଣ ମହିଳା ଜୀବନ ବିକଳରେ ଦୌଡ଼ି ପଳାଇଯାଇଥିଲେ।

elephant

Rakesh Mallick
  • Published: Friday, 10 February 2017
  • , Updated: 10 February 2017, 02:55 PM IST

Related story