ଜି.ଉଦୟଗିରି: ଶିଶୁକନ୍ୟାର ମୃତଦେହ ଉଦ୍ଧାର

g.uadaygiriଜି.ଉଦୟଗିରି: ଜି.ଉଦୟଗିରି ନିକଟସ୍ଥ ଗୁଟିଙ୍ଗିଆର ଏକ ପରିତ୍ତ୍ୟକ୍ତ ସ୍ଥାନରୁ ଏକ ନବଜାତ ଶିଶୁକନ୍ୟାର ମୃତଦେହ ଉଦ୍ଧାର କରାଯାଇଛି। ଘଟଣାସ୍ଥାଳରେ ପୋଲିସ ପହଞ୍ଚି ମୃତ ଶିଶୁକନ୍ୟାର ଶବକୁ ଜବତ କରି ଅନୁସନ୍ଧାନ ଜାରି ରଖିଛି। ଗତକାଲି କେହି ଶିଶୁଟିକୁ ଏଠାରେ ଛାଡି ପଳାଇଥିବା ଜଣାପଡିଛି।