ଗୁଣପୁର: ୨୦ କେଜି ଗଞ୍ଜେଇ ଜବତ, ଯୁବକ ଗିରଫ

ଗୁଣପୁର: ଗଞ୍ଜେଇ ଚୋରା ଚାଲାଣ ଅଭିଯୋଗରେ ରାୟଗଡ଼ା ଜିଲ୍ଲା ଗୁଣପୁର ଅବକାରୀ ପୋଲିସ୍ ଆଜି ଜଣେ ଯୁବକକୁ ଗିରଫ କରିଛି। ଗିରଫ ଯୁବକର ନାଁ ରଞ୍ଜିତ ବଣିଆ (୨୨)। ତା’ ଘର ଗୁଣପୁର ସହରର ଆମ୍ୱେଦକର ନଗର ସାହିରେ। ତା’ଠାରୁ ୨୦.୪ କେଜି ଗଞ୍ଜେଇ ଜବତ କରାଯାଇଛି। ଦୁଇଟି ବ୍ୟାଗରେ ଏହି ଗଞ୍ଜେଇ ଥିଲା। ସେ ଷ୍ଟେସନରେ ଟ୍ରେନ୍‌କୁ ଅପେକ୍ଷା କରିଥିବା ବେଳେ ଅବକାରୀ ବିଭାଗ କର୍ମଚାରୀମାନେ ତାଙ୍କୁ କାବୁ କରି ନେଇଥିଲେ।

ganja

Rakesh Mallick
  • Published: Sunday, 29 May 2016
  • , Updated: 29 May 2016, 10:49 AM IST

Related story