ଆଇସିଏଆଇ ଓଡ଼ିଶା ଚାପ୍ଟର ପକ୍ଷରୁ ଦୁଇ ଦିନିଆ ଜାତୀୟ ସମ୍ମିଳନୀ

ବ୍ରହ୍ମପୁର: ଭାରତୀୟ କଷ୍ଟ୍ ଆକାଉଣ୍ଟାସ୍ ପ୍ରତିଷ୍ଠାନ (ଆଇସିଏଆଇ)ର ଓଡ଼ିଶାରେ ଥିବା ୩ଟି ପ୍ରମୁଖ ଚାପ୍ଟର ପକ୍ଷରୁ ଦୁଇ ଦିନିଆ ଜାତୀୟ ସମ୍ମିଳନୀର ଆଜି ଥିଲା ଦ୍ୱିତୀୟ ଦିନ । କଷ୍ଟ୍ ଆକାଉଣ୍ଟାସମାନଙ୍କର ବିଦ୍ୟୁତ୍ ଓ ଖଣିଜ ଶିଳ୍ପକୁ ଅବଦାନ ଶୀର୍ଷକ ପ୍ରଥମ ଦିବସରେ ଅନୁଷ୍ଠିତ ହୋଇଥିବା ବେଳେ ଦ୍ୱିତୀୟ ଦିବସରେ ‘ସିଏମ୍ଏସ୍ ଫେକ୍ଟର ଅଫ୍ ଭେଲ୍ୟୁ ଏଡ଼ିସନ୍ ଇନ୍ ପାୱାର୍ ଆଣ୍ଡ୍ ମାଇନିଂ ସେକ୍ଟର’ ଶୀର୍ଷକ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ବିଭିନ୍ନ କମ୍ପାନୀର […]

icai

Rakesh Mallick
  • Published: Sunday, 13 December 2015
  • , Updated: 13 December 2015, 04:40 PM IST

ବ୍ରହ୍ମପୁର: ଭାରତୀୟ କଷ୍ଟ୍ ଆକାଉଣ୍ଟାସ୍ ପ୍ରତିଷ୍ଠାନ (ଆଇସିଏଆଇ)ର ଓଡ଼ିଶାରେ ଥିବା ୩ଟି ପ୍ରମୁଖ ଚାପ୍ଟର ପକ୍ଷରୁ ଦୁଇ ଦିନିଆ ଜାତୀୟ ସମ୍ମିଳନୀର ଆଜି ଥିଲା ଦ୍ୱିତୀୟ ଦିନ । କଷ୍ଟ୍ ଆକାଉଣ୍ଟାସମାନଙ୍କର ବିଦ୍ୟୁତ୍ ଓ ଖଣିଜ ଶିଳ୍ପକୁ ଅବଦାନ ଶୀର୍ଷକ ପ୍ରଥମ ଦିବସରେ ଅନୁଷ୍ଠିତ ହୋଇଥିବା ବେଳେ ଦ୍ୱିତୀୟ ଦିବସରେ ‘ସିଏମ୍ଏସ୍ ଫେକ୍ଟର ଅଫ୍ ଭେଲ୍ୟୁ ଏଡ଼ିସନ୍ ଇନ୍ ପାୱାର୍ ଆଣ୍ଡ୍ ମାଇନିଂ ସେକ୍ଟର’ ଶୀର୍ଷକ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ବିଭିନ୍ନ କମ୍ପାନୀର ନିର୍ଦ୍ଦେଶକମାନେ ଯୋଗ ଦେଇଥିଲେ। ଅନ୍ୟମାନଙ୍କ ମଧ୍ୟରେ ପୂର୍ବାଞ୍ଚଳ ପରିଷଦ ଅଧ୍ୟକ୍ଷ ଶିବ ପ୍ରସାଦ ପାଢୀ, କେନ୍ଦ୍ରୀୟ ଉପସଭାପତି ଏମ.କେ. ଠାକୁର, ଭୁବନେଶ୍ୱର ଚାପ୍ଟରର ଅଧ୍ୟକ୍ଷ ବି.ବି. ନାୟକ ଏବଂ ଦକ୍ଷିଣ ଓଡ଼ିଶା ଚାପ୍ଟର ଅଧ୍ୟକ୍ଷ ବିନୋଦ ବିହାରୀ ନାୟକ ପ୍ରମୁଖ ଉପସ୍ଥିତ ଥିଲେ।

Related story