ଇଣ୍ତୋ-ଭିଏତନାମ କୋ-ଅପରେସନ ସେଣ୍ଟର ଉଦଘାଟିତ

ଭୁବନେଶ୍ୱର: ଭୁବନେଶ୍ୱର ସାମନ୍ତରାପୁର ଠାରେ ଉଦଘାଟିତ ହୋଇଛି ଇଣ୍ତୋ-ଭିଏତନାମ କୋ-ଅପରେସନ ସେଣ୍ଟର। ଏହି ସେଣ୍ଟର ଭାରତ ଓ ଭିଏତନାମ ଦ୍ୱିପାକ୍ଷିକ ସଂପର୍କର ଏକ ସେତୁ ବୋଲି କହିଛନ୍ତି ଭିଏତନାମ ରାଷ୍ଟ୍ରଦୂତ ଟନ୍ ସିନ୍ ଥାନ୍। ଏହି ଉତ୍ସବରେ ଫରେନ ପଲିସି ରିସର୍ଚ ଇନଷ୍ଟିଚ୍ୟୁଟର ଅଧ୍ୟକ୍ଷା ପ୍ରମୋଦା ପଟେଲଙ୍କ ସମେତ ବିଶ୍ୱ ମାନବାଧିକାର ସୁରକ୍ଷା ସଂଘର ରାଜ୍ୟ ଅଧ୍ୟକ୍ଷ ଅଭିନ୍ନ ହୋତା ଯୋଗ ଦେଇଥିଲେ। ଏହି କେନ୍ଦ୍ର ମାଧ୍ୟମରେ ଦୁଇ ଦେଶର ଶିକ୍ଷା, ସଂସ୍କୃତି, କଳା, ବାଣିଜ୍ୟ ଓ […]

dist congresh meeting

Rakesh Mallick
  • Published: Saturday, 09 January 2016
  • , Updated: 09 January 2016, 02:25 PM IST

ଭୁବନେଶ୍ୱର: ଭୁବନେଶ୍ୱର ସାମନ୍ତରାପୁର ଠାରେ ଉଦଘାଟିତ ହୋଇଛି ଇଣ୍ତୋ-ଭିଏତନାମ କୋ-ଅପରେସନ ସେଣ୍ଟର। ଏହି ସେଣ୍ଟର ଭାରତ ଓ ଭିଏତନାମ ଦ୍ୱିପାକ୍ଷିକ ସଂପର୍କର ଏକ ସେତୁ ବୋଲି କହିଛନ୍ତି ଭିଏତନାମ ରାଷ୍ଟ୍ରଦୂତ ଟନ୍ ସିନ୍ ଥାନ୍। ଏହି ଉତ୍ସବରେ ଫରେନ ପଲିସି ରିସର୍ଚ ଇନଷ୍ଟିଚ୍ୟୁଟର ଅଧ୍ୟକ୍ଷା ପ୍ରମୋଦା ପଟେଲଙ୍କ ସମେତ ବିଶ୍ୱ ମାନବାଧିକାର ସୁରକ୍ଷା ସଂଘର ରାଜ୍ୟ ଅଧ୍ୟକ୍ଷ ଅଭିନ୍ନ ହୋତା ଯୋଗ ଦେଇଥିଲେ। ଏହି କେନ୍ଦ୍ର ମାଧ୍ୟମରେ ଦୁଇ ଦେଶର ଶିକ୍ଷା, ସଂସ୍କୃତି, କଳା, ବାଣିଜ୍ୟ ଓ ପର୍ଯ୍ୟଟନ ବିକାଶକୁ ତ୍ୱାରାନ୍ୱିତ କରାଯାଇ ପାରିବ ବୋଲି ଭିଏତନାମ ରାଷ୍ଟ୍ରଦୂତ ଟନ୍ ସିନ୍ ଥାନ୍ ସୂଚନା ଦେଇଛନ୍ତି।

Related story