ଯାଜପୁର ରୋଡରେ ବିଜେପିର ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ

ଯାଜପୁର: ଯାଜପୁର ରୋଡରେ ଭାରତୀୟ ଜନତା ପାର୍ଟିର ଏକ ଦିନିକିଆ ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ ହୋଇଯାଇଛି। ଏହାକୁ ରାଜ୍ୟ ସଂଗଠକ ପ୍ରସନ୍ନ ମିଶ୍ର ଉଦଘାଟନ କରିଥିଲେ। ଏଥିରେ ଦଳର ବରିଷ୍ଠ ନେତା ମନମୋହନ ସାମଲ, ସମୀର ଦେ, ସଂଚିତା ମହାନ୍ତି, ସଜ୍ଜନ ଶର୍ମାଙ୍କ ସମେତ ବହୁ ଦଳୀୟ କର୍ମୀ ଯୋଗ ଦେଇଥିଲେ। ଏହି ପ୍ରଶିକ୍ଷଣ ଶିବିରରେ ଉଭୟ ଯାଜପୁର ଓ କେନ୍ଦୁଝର ଜିଲ୍ଳାର ଶତାଧିକ କର୍ମୀ ଯୋଗ ଦେଇ ଆଗାମୀ ଦିନରେ ଦଳକୁ ମଜଭୁତ କରିବାକୁ ଶପଥ […]

jajpurbjp

Rakesh Mallick
  • Published: Tuesday, 25 August 2015
  • , Updated: 25 August 2015, 12:06 PM IST

ଯାଜପୁର: ଯାଜପୁର ରୋଡରେ ଭାରତୀୟ ଜନତା ପାର୍ଟିର ଏକ ଦିନିକିଆ ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ ହୋଇଯାଇଛି। ଏହାକୁ ରାଜ୍ୟ ସଂଗଠକ ପ୍ରସନ୍ନ ମିଶ୍ର ଉଦଘାଟନ କରିଥିଲେ। ଏଥିରେ ଦଳର ବରିଷ୍ଠ ନେତା ମନମୋହନ ସାମଲ, ସମୀର ଦେ, ସଂଚିତା ମହାନ୍ତି, ସଜ୍ଜନ ଶର୍ମାଙ୍କ ସମେତ ବହୁ ଦଳୀୟ କର୍ମୀ ଯୋଗ ଦେଇଥିଲେ। ଏହି ପ୍ରଶିକ୍ଷଣ ଶିବିରରେ ଉଭୟ ଯାଜପୁର ଓ କେନ୍ଦୁଝର ଜିଲ୍ଳାର ଶତାଧିକ କର୍ମୀ ଯୋଗ ଦେଇ ଆଗାମୀ ଦିନରେ ଦଳକୁ ମଜଭୁତ କରିବାକୁ ଶପଥ ନେଇଥିଲେ।

Related story