ଝାରସୁଗୁଡା: ବକେୟା ପ୍ରାପ୍ୟ ଦାବିରେ ଶ୍ରମିକଙ୍କ ରାଜପଥ ଅବରୋଧ

ଝାରସୁଗୁଡା: ଝାରସୁଗୁଡା ଉପକଣ୍ଠ ସିରିଆପାଲିରେ ଥିବା ମାଧବ ଇସ୍ପାତ କାରଖାନାରେ ବକେୟା ପ୍ରାପ୍ୟ ଦିଆ ନ ଯିବାକୁ ନେଇ ଶ୍ରମିକ ଅଶାନ୍ତି ଦେଖାଦେଇଛି। କାରଖାନାର ଶତାଧିକ ଶ୍ରମିକ ବକେୟା ପ୍ରାପ୍ୟ ପ୍ରଦାନ ଦାବି ସୋମବାର ୪୯ ନମ୍ବର ଜାତୀୟ ରାଜପଥ ଅବରୋଧ କରିଛନ୍ତି। ବାରମ୍ବାର ବକେୟା ପ୍ରାପ୍ୟ ପ୍ରଦାନ ଦାବିରେ ଜିଲ୍ଲା ପ୍ରଶାସନର ଦ୍ୱାରସ୍ଥ ହେଉଥିଲେ ମଧ୍ୟ କୌଣସି ସୁଫଳ ମିଳୁ ନ ଥିବାରୁ ଶ୍ରମିକମାନେ ସିରିଆପାଲି ଛକରେ ଜାତୀୟ ରାଜପଥ ଅବରୋଧ କରିଥିଲେ। ଫଳରେ ରାଜପଥର […]

Road Blocked(Jharsuguda)

Road Blocked(Jharsuguda)

Rakesh Mallick
  • Published: Monday, 14 September 2015
  • Updated: 14 September 2015, 01:42 PM IST

Road Blocked(Jharsuguda) ଝାରସୁଗୁଡା: ଝାରସୁଗୁଡା ଉପକଣ୍ଠ ସିରିଆପାଲିରେ ଥିବା ମାଧବ ଇସ୍ପାତ କାରଖାନାରେ ବକେୟା ପ୍ରାପ୍ୟ ଦିଆ ନ ଯିବାକୁ ନେଇ ଶ୍ରମିକ ଅଶାନ୍ତି ଦେଖାଦେଇଛି। କାରଖାନାର ଶତାଧିକ ଶ୍ରମିକ ବକେୟା ପ୍ରାପ୍ୟ ପ୍ରଦାନ ଦାବି ସୋମବାର ୪୯ ନମ୍ବର ଜାତୀୟ ରାଜପଥ ଅବରୋଧ କରିଛନ୍ତି। ବାରମ୍ବାର ବକେୟା ପ୍ରାପ୍ୟ ପ୍ରଦାନ ଦାବିରେ ଜିଲ୍ଲା ପ୍ରଶାସନର ଦ୍ୱାରସ୍ଥ ହେଉଥିଲେ ମଧ୍ୟ କୌଣସି ସୁଫଳ ମିଳୁ ନ ଥିବାରୁ ଶ୍ରମିକମାନେ ସିରିଆପାଲି ଛକରେ ଜାତୀୟ ରାଜପଥ ଅବରୋଧ କରିଥିଲେ। ଫଳରେ ରାଜପଥର ଝାରସୁଗୁଡା-କୋଲାବିରା  ରାସ୍ତାରେ ଦୀର୍ଘ ୩ ଘଣ୍ଟା ଧରି ଗାଡିଚଳାଚଳ ବନ୍ଦ ହୋଇ ଯାଇଥିଲା। କୋଲାବିରା ପୋଲିସ ଆନ୍ଦୋଳନକାରୀଙ୍କ ସହ  ଆଲୋଚନା କରିବା ପରେ ରାସ୍ତା ଅବରୋଧ ହଟିଥିଲା। ଆଗାମୀ ୭ ଦିନ ଭିତରେ ଜିଲ୍ଲା ପ୍ରଶାସନର ଉପସ୍ଥିତିରେ କାରଖାନା କର୍ତ୍ତୃପକ୍ଷ ସହ ଶ୍ରମିକମାନେ ଆଲୋଚନା କରିବେ ବୋଲି ପ୍ରତିଶ୍ରୁତି ମିଳିବା ପରେ ସ୍ଥିତି ଶାନ୍ତ ହୋଇଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story