ଝାରସୁଗୁଡ଼ା: ପଶ୍ଚିମ ଓଡ଼ିଶାରେ ହାଇକୋର୍ଟର ସ୍ଥାୟୀ ବେଞ୍ଚ୍ ପ୍ରସଙ୍ଗରେ ସିଏସିର ବୈଠକ

ଝାରସୁଗୁଡ଼ା: ପଶ୍ଚିମ ଓଡ଼ିଶାରେ ହାଇକୋର୍ଟର ସ୍ଥାୟୀ ବେଞ୍ଜ ସ୍ଥାପନ ପ୍ରସଙ୍ଗରେ କେନ୍ଦ୍ର ଓ ରାଜ୍ୟ ସରକାର ପଶ୍ଚିମ ଓଡିଶାବାସୀଙ୍କ ପ୍ରତି ଅବହେଳା କରୁଛନ୍ତି ବୋଲି ଅଭିଯୋଗ କରିଛି ସିଏସି କମିଟି। ଆଜି ଝାରସୁଗୁଡା ଠାରେ ସିଏସି କମିଟିର ସମସ୍ତ କର୍ମକର୍ତ୍ତା ଓ ପଶ୍ଚିମ ଓଡିଶାର ୧୧ଟି ଜିଲ୍ଲାରୁ ଜିଲ୍ଲାସ୍ତରୀୟ ଓକିଲ ସଂଘର ସଭାପତି ଓ ସଂପାଦକମାନେ ଏହି ବୈଠକରେ ଉପସ୍ଥିତ ଥିଲେ।  ଆବାହକ ଅଶୋକ ଦାଶଙ୍କ ଅଧ୍ୟକ୍ଷତା ହୋଇଥିବା ଏହି ବୈଠକରେ ଆଗାମୀ କାର୍ଯ୍ୟପନ୍ଥା ଓ ଆନ୍ଦୋଳନର […]

cackaithak

cackaithak

Rakesh Mallick
  • Published: Sunday, 23 August 2015
  • Updated: 23 August 2015, 09:24 AM IST

ଝାରସୁଗୁଡ଼ା: ପଶ୍ଚିମ ଓଡ଼ିଶାରେ ହାଇକୋର୍ଟର ସ୍ଥାୟୀ ବେଞ୍ଜ ସ୍ଥାପନ ପ୍ରସଙ୍ଗରେ କେନ୍ଦ୍ର ଓ ରାଜ୍ୟ ସରକାର ପଶ୍ଚିମ ଓଡିଶାବାସୀଙ୍କ ପ୍ରତି ଅବହେଳା କରୁଛନ୍ତି ବୋଲି ଅଭିଯୋଗ କରିଛି ସିଏସି କମିଟି। ଆଜି ଝାରସୁଗୁଡା ଠାରେ ସିଏସି କମିଟିର ସମସ୍ତ କର୍ମକର୍ତ୍ତା ଓ ପଶ୍ଚିମ ଓଡିଶାର ୧୧ଟି ଜିଲ୍ଲାରୁ ଜିଲ୍ଲାସ୍ତରୀୟ ଓକିଲ ସଂଘର ସଭାପତି ଓ ସଂପାଦକମାନେ ଏହି ବୈଠକରେ ଉପସ୍ଥିତ ଥିଲେ।  ଆବାହକ ଅଶୋକ ଦାଶଙ୍କ ଅଧ୍ୟକ୍ଷତା ହୋଇଥିବା ଏହି ବୈଠକରେ ଆଗାମୀ କାର୍ଯ୍ୟପନ୍ଥା ଓ ଆନ୍ଦୋଳନର ରୂପରେଖ ବିଷୟରେ ଆଲୋଚନା କରାଯାଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story