ଝାରସୁଗୁଡ଼ା: ପଶ୍ଚିମ ଓଡ଼ିଶାରେ ହାଇକୋର୍ଟର ସ୍ଥାୟୀ ବେଞ୍ଚ୍ ପ୍ରସଙ୍ଗରେ ସିଏସିର ବୈଠକ
ଝାରସୁଗୁଡ଼ା: ପଶ୍ଚିମ ଓଡ଼ିଶାରେ ହାଇକୋର୍ଟର ସ୍ଥାୟୀ ବେଞ୍ଜ ସ୍ଥାପନ ପ୍ରସଙ୍ଗରେ କେନ୍ଦ୍ର ଓ ରାଜ୍ୟ ସରକାର ପଶ୍ଚିମ ଓଡିଶାବାସୀଙ୍କ ପ୍ରତି ଅବହେଳା କରୁଛନ୍ତି ବୋଲି ଅଭିଯୋଗ କରିଛି ସିଏସି କମିଟି। ଆଜି ଝାରସୁଗୁଡା ଠାରେ ସିଏସି କମିଟିର ସମସ୍ତ କର୍ମକର୍ତ୍ତା ଓ ପଶ୍ଚିମ ଓଡିଶାର ୧୧ଟି ଜିଲ୍ଲାରୁ ଜିଲ୍ଲାସ୍ତରୀୟ ଓକିଲ ସଂଘର ସଭାପତି ଓ ସଂପାଦକମାନେ ଏହି ବୈଠକରେ ଉପସ୍ଥିତ ଥିଲେ। ଆବାହକ ଅଶୋକ ଦାଶଙ୍କ ଅଧ୍ୟକ୍ଷତା ହୋଇଥିବା ଏହି ବୈଠକରେ ଆଗାମୀ କାର୍ଯ୍ୟପନ୍ଥା ଓ ଆନ୍ଦୋଳନର […]
ଝାରସୁଗୁଡ଼ା: ପଶ୍ଚିମ ଓଡ଼ିଶାରେ ହାଇକୋର୍ଟର ସ୍ଥାୟୀ ବେଞ୍ଜ ସ୍ଥାପନ ପ୍ରସଙ୍ଗରେ କେନ୍ଦ୍ର ଓ ରାଜ୍ୟ ସରକାର ପଶ୍ଚିମ ଓଡିଶାବାସୀଙ୍କ ପ୍ରତି ଅବହେଳା କରୁଛନ୍ତି ବୋଲି ଅଭିଯୋଗ କରିଛି ସିଏସି କମିଟି। ଆଜି ଝାରସୁଗୁଡା ଠାରେ ସିଏସି କମିଟିର ସମସ୍ତ କର୍ମକର୍ତ୍ତା ଓ ପଶ୍ଚିମ ଓଡିଶାର ୧୧ଟି ଜିଲ୍ଲାରୁ ଜିଲ୍ଲାସ୍ତରୀୟ ଓକିଲ ସଂଘର ସଭାପତି ଓ ସଂପାଦକମାନେ ଏହି ବୈଠକରେ ଉପସ୍ଥିତ ଥିଲେ। ଆବାହକ ଅଶୋକ ଦାଶଙ୍କ ଅଧ୍ୟକ୍ଷତା ହୋଇଥିବା ଏହି ବୈଠକରେ ଆଗାମୀ କାର୍ଯ୍ୟପନ୍ଥା ଓ ଆନ୍ଦୋଳନର ରୂପରେଖ ବିଷୟରେ ଆଲୋଚନା କରାଯାଇଛି।