କଳାହାଣ୍ଡି ଜିଲ୍ଲାକୁ ସମ୍ପୂର୍ଣ୍ଣ ମରୁଡି ଘୋଷଣା ଦାବିରେ ଶୋଭାଯାତ୍ରା

କଳାହାଣ୍ଡି: ଜିଲ୍ଲାକୁ ସମ୍ପୂର୍ଣ୍ଣ ମରୁଡି ଘୋଷଣା ଦାବିରେ ଆଜି ଜିଲ୍ଲା କୃଷକ ସଂଘର୍ଷ ସମିତି ପକ୍ଷରୁ ଏକ ବିକ୍ଷୋଭ ଶୋଭାଯାତ୍ର କରାଯାଇଛି। ଏଥିସହ ଋଣ ଛାଡ ଓ ହେକ୍ଟର ପିଛା ୨୫ ହଜାର ଟଙ୍କ। କ୍ଷତିପୂରଣ ପରି ୮ ଦଫ। ଦାବି କରାଯାଇଛି । ସମିତି ସଦସ୍ୟ ଓ ବହୁ ଚାଷୀ ଏକ ଶୋଭାଯାତ୍ରାରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଆଗରେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ । ସ୍ୱଳ୍ପ ବୃଷ୍ଟିପାତ ଯୋଗୁଁ ଫସଲ ଉଜୁଡି ଯାଇଥିବାରୁ ଜିଲ୍ଲାରେ ଚାଷୀ ଆତ୍ମହତ୍ୟା […]

kalahandi

Rakesh Mallick
  • Published: Tuesday, 10 November 2015
  • , Updated: 10 November 2015, 09:11 AM IST

କଳାହାଣ୍ଡି: ଜିଲ୍ଲାକୁ ସମ୍ପୂର୍ଣ୍ଣ ମରୁଡି ଘୋଷଣା ଦାବିରେ ଆଜି ଜିଲ୍ଲା କୃଷକ ସଂଘର୍ଷ ସମିତି ପକ୍ଷରୁ ଏକ ବିକ୍ଷୋଭ ଶୋଭାଯାତ୍ର କରାଯାଇଛି। ଏଥିସହ ଋଣ ଛାଡ ଓ ହେକ୍ଟର ପିଛା ୨୫ ହଜାର ଟଙ୍କ। କ୍ଷତିପୂରଣ ପରି ୮ ଦଫ। ଦାବି କରାଯାଇଛି । ସମିତି ସଦସ୍ୟ ଓ ବହୁ ଚାଷୀ ଏକ ଶୋଭାଯାତ୍ରାରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଆଗରେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ । ସ୍ୱଳ୍ପ ବୃଷ୍ଟିପାତ ଯୋଗୁଁ ଫସଲ ଉଜୁଡି ଯାଇଥିବାରୁ ଜିଲ୍ଲାରେ ଚାଷୀ ଆତ୍ମହତ୍ୟା କରୁଥିବା ସମିତି ପକ୍ଷରୁ ଅଭିଯୋଗ କରାଯାଇଛି । ପରେ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଜିଲ୍ଲାପାଳଙ୍କୁ ପ୍ରଦାନ କରାଯାଇଥିଲା।

Related story