କାମାକ୍ଷାନଗର: ୫ ବର୍ଷର ଶିଶୁକନ୍ୟାକୁ ମାରିଦେଲା ହାତୀ

କାମାକ୍ଷାନଗର: କାମାକ୍ଷାନଗର ମହାବିରୋଡ ରେଞ୍ଜ ଆଖୁଆପାଳ ମୁଣ୍ଡାସାହିରେ ୫ ବର୍ଷର ଶିଶୁକନ୍ୟାକୁ ହାତୀ ମାରିଦେଇଥିବା ଅଭିଯୋଗ ହୋଇଛି। ମୃତ ଶିଶୁ କନ୍ୟାର ନାମ ସନ୍ଧ୍ୟାରାଣୀ ହାଂସଦା। ଗତକାଲି ବିଳମ୍ବିତ ରାତିରେ ଏକ ବଣୁଆ ହାତୀ ପଲ ବାଳକୃଷ୍ଣ ହାଂସଦାଙ୍କ ଘରକୁ ଭାଙ୍ଗି ଦେଇଥିବା ସୂଚନା ମିଳିଛି। ଖବର ପାଇ ବନ ବିଭାଗ ଖବର ପାଇ ଘଟଣା ସ୍ଥଳରେ ପହଞ୍ଚିଛି ହାତୀକୁ ଘଉଡାଇ ଥିବା ଜଣାପଡିଛି।

akaka

Rakesh Mallick
  • Published: Wednesday, 26 August 2015
  • , Updated: 26 August 2015, 07:55 AM IST

Related story